ସୋସିଆଲ ମିଡିଆରେ ନିଆଁ ଲଗାଉଛି ଜାହ୍ନଭୀଙ୍କ ଏହି ଫଟୋ
ମୁମ୍ବାଇ() ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି।ଜାହ୍ନବୀ ଏବେ ନିଜ ଅପକମିଂ ଫିଲ୍ମ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ନେଇ ବ୍ୟସ୍ତ ଅଛନ୍ତି।
ଏବେ ଜାହ୍ନବୀ ନିଜ ଲାଟେଷ୍ଟ ଫଟୋଶୁଟ୍ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋ…
