ଆସନ୍ତାକାଲିଠୁ ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକ୍ ଡ୍ରିଲ୍, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆସନ୍ତାକାଲିଠୁ ଓଡ଼ିଶାରେ ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକ୍ ଡ୍ରିଲ୍ । ଏହାକୁ ଭୁବନେଶ୍ୱରରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜ୍ରେ ଏକାଠି ହେବେ ଭାରତ ସେମତ ବିମଷ୍ଟେକ୍ ରାଷ୍ଟ୍ର ସମୁହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ,…
