Odia News Portal
Yearly Archives

2020

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ସବୁବେଳେ ଜନହିତକର କାର୍ଯ୍ୟ କରି ନବରଙ୍ଗପୁର ଡାବୁଗାଁ ବିଧାୟକ ପ୍ରଂଶସା ସାଉଁଟୁଥିବାବେଳେ ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ୫କିଲୋମିଟର ବୋହି ଆଣି ସେ ନିଜର ବଦାନ୍ୟତା ଦେଖାଇଛନ୍ତି । ନବରଙ୍ଗପୁର ମଇଦଲପୁର ପଞ୍ଚାୟତ…

ଚାଲିଛି ଚର୍ଚ୍ଚା : ଇଣ୍ଡିଆନ କ୍ରିକେଟରଙ୍କୁ ବିବାହ କରିବେ ଅନୁଷ୍କା

ବାହୁବଳୀ ଚଳଚ୍ଚିତ୍ରରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ତାଙ୍କ ନାଁ ବାହୁବଳୀରେ ଥିବା ତାଙ୍କର କୋ-ଷ୍ଟାରଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ୨୦୧୯ରେ ପ୍ରଭାସ ‘କଫି ୱିଥ କରଣ’ରେ…

ଖେଳୁ ଖେଳୁ ଫୁଟିଗଲା

ଭୁବନେଶ୍ୱର() ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗୁଳି ମାଡ ଘଟଣା । ଗୁଳିମାଡ଼ ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଡିସିପି କହିଛନ୍ତି , ପୁରୁଷ ବନ୍ଧୁ ସହ ସୋନାଲି ବନ୍ଧୁକ ଧରି ଖେଳୁଥିଲେ ଆଉ ଏହିସମୟରେ ହଠାତ୍ ବନ୍ଧୁକରୁ ଗୁଳି ଫୁଟିଥିଲା । ୨ ରାଉଣ୍ଡ ଗୁଳି କରି ସୋନାଲିଙ୍କ…

ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ

ଭୁବନେଶ୍ବର : ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ । ଗିରଫ ଦୁଇ ଜଣ ହେଉଛନ୍ତି ଇଂଜିନିୟରିଂ ଛାତ୍ର । ସୁରେଶ ପାଣିଗ୍ରାହୀ ଓ ସାନୁ ପୋଦ୍ଦାରକୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କଠାରୁ ୩ଟି ବନ୍ଧୁକ, ୨୨ ରାଉଣ୍ଡ ଗୁଳି, ୬ଟି ମାଗାଜିନ ଜବତ ହୋଇଛି । ସୁରେଶ ଭୁବନେଶ୍ୱରର ଏକ ଘରୋଇ…

ମୋତେ ଗୋଟିଏ ରାତି ଦିଅ

ଭୁବନେଶ୍ୱର () ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ରାନୀ ପଣ୍ଡାଙ୍କ ସମେତ ସଚ୍ଚିଦାନନ୍ଦ ଯାତ୍ରା ପାର୍ଟିକୁ ବିଏମ୍ସି ବ୍ୟାନ୍ କରିଛି। ସେଥିପାଇଁ ରବିବାରରେ ରାନୀ ପ୍ରେସମିଟ୍ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ରାନୀ କହିଛନ୍ତି ଯେ ଅଶ୍ଲୀଳ ନୃତ୍ୟ ପାଇଁ ତାଙ୍କୁ ଯଦି ଖଣ୍ଡଗିରି ମନା…

ବୈଠକ ଅଧାରୁ ଉଠି ପଳାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର () ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଳବାଇ ସଂପର୍କିତ ଗୃହ କମିଟିର ଆଲୋଚନା ଚାଲିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକ ଅଧାରୁ ଉଠି ପଳାଇଆସିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ମୋହନ ମାଝୀ ପ୍ରତିକି୍ରୟା ଦେଇ କହିଛନ୍ତି, ସରକାରୀ…

କରୋନା ନେଲାଣି ୫୦ ହଜାର ଜୀବନ

ନୂଆଦିଲ୍ଲୀ() ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ମୃତ୍ୟୁ ସଂଖ୍ୟା ୯୦୪ କୁ ବୃଦ୍ଧି ହୋଇଥିବା ବେଳେ ୪୦ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ କମିଶନ ସ୍ପଷ୍ଟ କରିଛନ୍ତି । ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି…

ବିଦ୍ୟୁତ ଆଘାତ ମୃତ୍ୟୁ ପାଇଁ ସେସୁର ବିଚିତ୍ର ପ୍ରସ୍ତାବ

ଭୁବନେଶ୍ୱର()  ବିଦ୍ୟୁତ୍ ଝଟକାରେ ଲୋକଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ବିଦ୍ୟୁତ୍ ଉପଭୋକ୍ତା ଦେବେ କ୍ଷତିପୂରଣ । ଗତକାଲି ଗଞ୍ଜାମରେ ଏକ ବସ୍ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବା ବେଳେ  OERC ନିକଟରେ ସେସୁର ଏଭଳି ପ୍ରସ୍ତାବ ନେଇ ଚର୍ଚ୍ଚା ଆରମ୍ଭ…

ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗୁଳି ମାଡ

ଭୁବନେଶ୍ୱର() ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗୁଳି ମାଡ । ହୋଇଛି । ଇନଫୋସିଟି ଥାନା ଅଂଚଳରେ ଛାତ୍ରୀଙ୍କୁ ଗୁଳିମାଡ ହୋଇଛି । ଜଣେ ଯୁବକଙ୍କ ସହ ଛିଡା ହୋଇଥିବା ବେଳେ ଗୁଳିମାଡ ହୋଇଛି । ଛାତ୍ରୀଙ୍କୁ ଗୁଳିମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଛାତ୍ରୀଙ୍କ ଜଙ୍ଘରେ ଗୁଳି ବାଜିଛି ।…

ଏଣିକି ରାସ୍ତା କାମ କରିବା ଆଗରୁ ଶକ୍ତି ବିଭାଗର ଅନୁମତି ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ୱର() ଗଂଜାମ ମାନ୍ଦ୍ରାଜପୁର ବସ ଦୁର୍ଘଟଣାରେ କାର୍ୟ୍ୟନୁଷ୍ଠାନ ନେଲେ ସରକାର । ଦୁର୍ଘଟଣାରେ ୧୦ ଜଣଙ୍କ ଅକାଳରେ ଜୀବନ ଯିବା ପରେ ଚେତିଛି ଶକ୍ତି ବିଭାଗ । ଏଣିକି ରାସ୍ତା କାମ କଲା ବେଳେ ବିଦ୍ୟୁତ ବିଭାଗର ଅନୁମତି ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ପିଡବ୍ଲୁଡି, ଏନଏଚ ଓ ଆରଡି…