ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା
ମେଷ
ଏକାଦଶସ୍ଥ ଶୁକ୍ର ଏବଂ ଚନ୍ଦ୍ର ପ୍ରଭାବରେ ଶିକ୍ଷା, ସନ୍ତାନ, ପାରିବାରିକ ଶାନ୍ତି, ପରିବହନରେ ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କଷ୍ଟରେ ପାଇଥିବା ଜିନିଷ ସୁବିଧାରେ ରଖି ପାରିବେ ନାହିଁ, ଫଳରେ ହାତମୁଠାରୁ କେତେକ ସୁ୍ଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ,…
