ନାବାଳିକାଙ୍କୁ ଅପହରଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ସ୍ପେଶାଲ ସ୍କ୍ଵାର୍ଡ ଓ ପଟ୍ଟାମୁଣ୍ଡାଇ ପୋଲିସ ଏମାନଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି ।
ନାବାଳିକା ଜଣଙ୍କ ତାଙ୍କ ମାମୁ ଘରକୁ ଯାଉଥିବା ବେଳେ କିଛି ଯୁବକ…
