ଆଜି ଦୁଇଦଳ ପାଇଁ ଶକ୍ତି ପରୀକ୍ଷା
ବେଙ୍ଗାଲୁରୁ : ଆଜି ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ସିରିଜ୍ ନିର୍ଣ୍ଣାୟକ ଦିନିକିଆ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦଳ ଭାବେ ପ୍ରମାଣ କରିବାର ସମୟ ଉପନୀତ । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅସଲ ପରୀକ୍ଷା…
