ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ : ଜାଣନ୍ତୁ ଏହାର ଦାମ୍
ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ ଲଞ୍ଚ ହୋଇଛି। ୟୁକେର କମ୍ପାନୀ Zini Mobiles ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ Zanco tiny t2 ଲଞ୍ଚ କରିଛି। 3G ଟେକ୍ନୋଲୋଜି ଥିବା ଏହି ଫୋନର ସାଇଜ୍ ମଣିଷର ଅଙ୍ଗୁଳି ମାପର ହେବ ଭଳି ବୋଲି କୁହାଯାଉଛି। ଏହା ପୂର୍ବରୁ କମ୍ପାନୀ…
