ଆକାଶରେ ଦେଖାଗଲା ତିନିଟି ସୂର୍ଯ୍ୟ
ଚଳିତ ସପ୍ତାହରେ ଚୀନର ତୁକିଆଙ୍ଗ ପ୍ରଦେଶ ଅନ୍ତର୍ଗତ ମୋହେ ସହର ଆକାଶରେ ସକାଳେ ଏକକାଳୀନ ତିନିଟି ସୂର୍ଯ୍ୟ ଦେଖାଯିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତମାମ ଆଲୋଚନାର ବିଷୟ ପାଲଟିଛି । ସକାଳ ସାଢେ଼ ୬ଟାରୁ ୯ଟା ଯାଏ ରହିଥିବା ଏହି ମହାଜାଗତିକ ଦୃଶ୍ୟରେ ଭିଡିଓ ସାମାଜିକ ଗଣମାଧ୍ୟମରେ…
