Odia News Portal
Yearly Archives

2020

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର() ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ରାଜନଗର ବନବିଭାଗ ପ୍ରବେଶ କରିବାକୁ ଅନୁମତି ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ସ୍ଥଳପଥର ପ୍ରବେଶ ପଥ, ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟ୍‌ ଯୋଗେ ଭିତରକନିକା ଯାଇ…

ସିଲ୍ ହେଲା ରାଜଧାନୀର ଇକୋସ୍ ବାର

ଭୁବନେଶ୍ୱର() କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ । ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଜନ୍ମଦିନ…

୨୨ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ । ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ହେବ। ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌…

ରାଜଧାନୀରେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର() ରାଜଧାନୀରେ ଏବେ ଜଣେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା । ନେତ୍ରୀ ଜଣଙ୍କ ଗୋଟିଏ ଦଳର ପଦ ପଦବୀରେ ଅଛନ୍ତି । ହେଲେ ତାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକ ଧର୍ଷଣ ଅଭିଯୋଗରେ ଜେଲ୍‍ରେ ଥିବାବେଳେ ପତିଙ୍କ ସହିତ ତାଙ୍କର ୨୦ଲକ୍ଷ ଟଙ୍କା ମୁଚାଲିକାରେ ଛାଡପତ୍ର ହୋଇ ଯାଇଛି । ସେହିଭଳି…

ପୁରୀ ବଜାରରେ ବଢୁଛି ହିରୋ ବାଇକର ଚାହିଦା

ପୁରୀ()  ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ ମୋବାଇଲ କମ୍ପାନୀ ଗୁଡିକ ନିଜ ଆକର୍ଷଣୀୟ ଅଫରରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ତେବେ ହିରୋ ଅଟୋମୋବାଇଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯେଉଁଥିପାଇ ଏହାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି…

କମିଶନରଙ୍କ ଦାଦା ସାବାଡ ଅଭିଯାନକୁ ସବୁ ମହଲରୁ ପ୍ରଶଂସା

ଭୁବନେଶ୍ୱର()  ଟ୍ୱିନ ସିଟି ପୁଲିସ୍‍ କମିଶନରଙ୍କ ନାଲିଆଖି ପରେ ଏବେ ବଟି ଆଦାୟ କରୁଥିବା ଦାଦାଙ୍କ ଉପରେ ଭାରି ପଡିବା ଆରମ୍ଭ କରି କମିଶନରେଟ ପୁଲିସ୍‍ । ଆଜିଠାରୁ ଉଭୟ ସହରରେ ଆରମ୍ଭ ହୋଇଛି ଦାଦା ସାବାଡ ଅଭିଯାନ । ସବୁ ସ୍ତରରୁ ଏହାକୁ ପ୍ରଶଂସା କରାଯାଉଥିବାବେଳେ ଅନୁରୂପ ଷ୍ଟାଇଲରେ…

ବାଲେଶ୍ବର ବିଜେପି କର୍ମୀ ବିଜେଡିରେ

ବାଲେଶ୍ବର()  ବାଲେଶ୍ବରରେ ବିଜେପିରେ ଅର୍ନ୍ତଦ୍ବନ୍ଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ବିଜେପିର ବହୁ ଛାମୁଆ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗ ଦେବାକୁ ଲାଗିଛନ୍ତି । ଦଳ ଛାଡି ବିଜେଡି ମୁହାଁ ହୋଇଛନ୍ତି…

ହାଜର ହେଲେନି ଜଗି

ଭୁବନେଶ୍ୱର() ପୁଣି ଆଳ ଦେଖାଇଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ଆଜି ହାଜର ହେଲେନି ଜଗି । ହାଜର ପାଇଁ ଇମେଲ୍ ଜରିଆରେ ସମୟ ମାଗିଲେ । ଏହାସହ କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସ ନୁହେଁ, ଓଟିଭି ଅଫିସରେ ପଚରାଉଚରା…

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପୁରୀ() ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିଛନ୍ତି । କରୋନା କଟକଣା ପରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଉନ୍ନତିକରଣ କାର୍ଯ୍ୟ କେମିଛି ଚାଲିଛି…

ବିଜେପିକୁ କଂଗ୍ରେସର ଟାର୍ଗେଟ୍‌, କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ

ବାଲେଶ୍ୱର() ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଦଳ ତରଫରୁ ବିଜେପିକୁ ପଚରାଯାଇଛି କିଛି ପ୍ରଶ୍ନ । କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ । ସରକାରୀ ନର୍ସିଂ କଲେଜର ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ଏଯାଏଁ କାହିଁକି…