Odia News Portal
Monthly Archives

March 2021

କ୍ଷମା ଜିଦରେ ଅଚଳ ଗୃହ,୪ଟା ଯାଏଁ ମୁଲତବି

ଭୁବନେଶ୍ୱର: ଲଗାତର ପଞ୍ଚମ ଦିନ ମଧ୍ୟ ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବି ହୋଇଥିବା ସମୟରେ

ପଞ୍ଚମ ଦିନ ଗୃହ ଅଚଳ,ଦିନ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର: ଲଗାତର ପଞ୍ଚମ ଦିନ ବି ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି । ମଣ୍ଡି

କୋଭିଡ୍ ଟିକା ନେବେ ଶ୍ରୀମନ୍ଦିରର ସେବାୟତ

ପୁରୀ: ଆଜିଠୁ କୋଭିଡ୍ ଟିକା ଗ୍ରହଣ କରିବେ ପୁରୀ ଶ୍ରୀମନ୍ଦିରର ସେବାୟତ। ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗ ବୈଠକ ଘରେ ଶିବିରର ଆୟୋଜନ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ହେବ ଟିକାକରଣ। ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତ ପ୍ରଥମେ ଟିକା ନେବେ।

ରାଜଧାନୀରେ ଫାଟିଲା ଟ୍ରାନସଫର୍ମର,୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ରେଲଓ୍ୱେ ସଦନ ଓମଫେଡ ଛକରେ ଘଟିଛି ବଡ଼ ଅଘଟଣ। ସକାଳୁ ଅଚାନକ ଫାଟିଲା ଟ୍ରାନସଫର୍ମର। ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଜଳଖିଆ ଦୋକାନ ନିକଟରେ ବିସ୍ଫୋରଣ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା।

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି କରୋନା ମହାମାରୀ ଭୟ ।ଧୀରେ ଧୀରେ ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦେଖି କିଛି ରାଜ୍ୟରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟ ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରି ଦେଇଥିବା ବେଳେ ଟିକାକରଣକୁ

ଏଠି ଶୋଷ ମେଣ୍ଟାଉ ଥିବା ପାଣି ପାଇଁ ଲଟେରୀ

ଗଞ୍ଜାମ: ଗ୍ରୀଷ୍ମ ଋତୁ ପୂର୍ବରୁ ଦେଖାଦେଲାଣି ପାଣି ସଙ୍କଟ। ପାଣି ନେବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ । ତେବେ ଗଞ୍ଜାମରେ ପାଣି ସମସ୍ୟାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠି ପାଣି ପାଇଁ ପଡୁଛି ଲଟେରୀ। ଆଉ ଯାହାର ନମ୍ୱର ଆଗେ ଆସିବ, ସିଏ ପ୍ରଥମେ ନେବ ପାଣି।

ପାରମ୍ପାରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତର ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ପାରମ୍ପାରିକ

ଛୋଟା ରାଜନ୍‌କୁ ୧୦ ବର୍ଷ ଜେଲ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଅଣ୍ଡର ଓ୍ବାଲର୍ଡ ଡନ୍‌ ଛୋଟା ରାଜନ୍ । ଏକ ହତ୍ୟା ଉଦ୍ୟମ ମାମଲରେ ଛୋଟା ରାଜନକୁ ୧୦ ବର୍ଷର ସଜା ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ୨୦୧୩ ମସିହାରେ ଅଜୟ ଗୋସାଲିୟାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଏହି ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ଏହା ସହିତ

୧୫ ମାଓପ୍ରବଣ ଜିଲ୍ଲାକୁ ମିଳିଛି ୧୫୭ କୋଟି

ନୂଆଦିଲ୍ଲୀ :ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ଯୋଜନା ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିଗତ ତିନି ବର୍ଷ ଏବଂ ଚଳିତ ବର୍ଷ ଓଡ଼ିଶାକୁ ମୋଟ୧୫୭.୫୮ କୋଟି ଟଙ୍କାର ଆର୍ଥିକ ସହାୟତା