Odia News Portal
Monthly Archives

April 2021

ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି

ଭୁବନେଶ୍ୱର: ଆଜି ୨୯ ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅମ୍ଲଜାନ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ପଠାଯାଇଛି । ସ୍ୱତନ୍ତ୍ର ଅମ୍ଲଜାନ କରିଡ଼ରରେ ଏହି ଟ୍ୟାଙ୍କରଗୁଡ଼ିକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପଠାଯାଇଛି ।

କୋଭାକ୍ସିନର ବଜାର ଦର ଘୋଷଣା

ହାଇଦ୍ରାବାଦ: କୋଭିଶିଲ୍ଡ ଟିକା ପରେ କୋଭାକ୍ସିନର ଦର ଧାର୍ଯ୍ୟ ହୋଇଛି । ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ୧୪ ଦିନ ପରିବର୍ତ୍ତେ ମାତ୍ର ୭ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କିନ୍ତୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କୋଭିଡ

ସବୁ ମୁଖ୍ୟମନ୍ତ୍ରୀଙ୍କୁ ହାତ ଯୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଦିଲ୍ଲୀରେ ଆକ୍ସିଜେନ ଅଭାବରେ ଆଜି ୨୫ ଜଣଙ୍କ ଜୀବନ ଯାଇଛି । ଏହାର ଭୟାବହତାକୁ ବୁଝିସାରିଲେଣି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଅକ୍ସିଜେନ୍ ଅଭାବରୁ ଅନେକ  ହସ୍ପିଟାଲରେ ସ୍ଥିତି ସଙ୍ଗୀନ ହୋଇ ପଡିଛି। ରୋଗୀଙ୍କ ଜୀବନ ବାଜିରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ

ଏମକେସିିଜିରେ ନାହିଁ ଅକ୍ସିଜେନ ଅଭାବ: ଜିଲ୍ଲାପାଳ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଅକ୍ସିଜେନ ଅଭାବ ଖବର ମିଛ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ

କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର: କୋଭିଡ ହସ୍ପିଟାଲ ଖୋଲାଯିବା ସହ ସେଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ଅଗ୍ନିକାଣ୍ଡକୁ ରୋକିବା ପାଇଁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇଛି। ରାଜ୍ୟରେ ଥିବା

ମୋଦିଙ୍କ ଫୋକସରେ ଗ୍ରାମୀଣ ଭାରତର ବିକାଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵାମୀତ୍ୱ ଯୋଜନା ଅନ୍ତର୍ଗତ ଇ-ସମ୍ପତ୍ତି କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ଏହି ଅବସରରେ ୪.୯ ଲକ୍ଷ ସମ୍ପତ୍ତି ମାଲିକଙ୍କୁ ସେମାନଙ୍କର ଇ-ପ୍ରପର୍ଟି କାର୍ଡ ଦିଆଯାଇଥିଲା,