Odia News Portal
Monthly Archives

April 2021

କିଙ୍ଗ୍ସର ଉତ୍ସାହପୂର୍ଣ୍ଣ ବିଜୟ

ମୁମ୍ବାଇ : ପୁୁଣି ପରାସ୍ତ ହେଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଉପରେ କିଙ୍ଗସ୍‌ର ବିଶାଳ ବିଜୟ। ୯ ଓ୍ବିକେଟରେ ବିଜୟ ଲକ୍ଷ ହାସଲ କଲା ପଞ୍ଜାବ କିଙ୍ଗସ୍‌। ଅଧିନାୟକ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଦଳକୁ ସହଜ ବିଜୟ ଆଣିଦେଇଛି। ଆଜିର ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୬

ବିଶ୍ୱକେଶନଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଶେଷରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ

ଡିଜିଟାଇଜେସନ୍ ହେବ ବିଧାନସଭାର ଆଲୋଚନା ଓ ରିପୋର୍ଟ

ଭୁବନେଶ୍ୱର : ବିଧାନସଭା ବୈଠକର ସମସ୍ତ ଅ।ଲୋଚନା ବିବରଣୀ ଏବଂ ବିିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର

ଅକ୍ସିଜେନ ପାଇଁ ଦିନରାତି କାମ କରୁଛନ୍ତି ଇସ୍ପାତ କାରଖାନା

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ

ଭିତରକନିକା ସମ୍ବେଦନଶୀଳ ଅଞ୍ଚଳରେ ଜେଟି, ବର୍ଷା ଆଶ୍ରୟ ଗୃହ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିସ୍ତୃତ ଅ।ଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ୭ଟି ଯାକ

କରୋନାରୁ ସୁସ୍ଥ ହେଲେ ଶ୍ରମିକଙ୍କ ହିରୋ ସୋନୁ ସୁଦ୍

ମୁମ୍ବାଇ: କରୋନାରୁ ସୁସ୍ଥ ହୋଇଛନ୍ତି ଅଭିନେତା ସୋନୁ ସୁଦ୍ । ଆଜି କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ସୋନୁ । ଆଉ ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହେବା

ପାକିସ୍ତାନକୁ ଧୂଳି ଚଟାଇଲା ଜିମ୍ବାୱେ

ହରାରେ : ବିଶ୍ୱ କ୍ରିକେଟର ଅନ୍ୟତମ ଦୁର୍ବଳ ଦଳ ଜିମ୍ବାୱେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛନ୍ତି । ପ୍ରଥମ ଟି-୨୦ରେ ଅଳ୍ପକେ ବିଜୟରୁ ବଂଚିତ ହୋଇଥିବା ଜିମ୍ବାୱେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ସୁମଧୁର ପ୍ରତିଶୋଧ ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୮ ରନ୍ କରିଥିବାବେଳେ ସହଜ ବିଜୟ