Odia News Portal
Monthly Archives

April 2021

ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ଆରମ୍ଭ ହେଲା ସପ୍ତାହାନ୍ତ ଓ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ଆରମ୍ଭ ହେଲା କୋଭିଡ୍ କଟକଣା । ଆଜିଠାରୁ ୧୦ ଜିଲ୍ଲା ସୀମାନ୍ତବର୍ତ୍ତୀ ଜିଲ୍ଲା ସପ୍ତାହାନ୍ତ କର୍ଫ୍ୟୁ ଆରମ୍ଭ ହୋଇଥିବାବେଳେ ଅନ୍ୟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ଟାରୁ ୧୪୪ ଧାରା ଲାଗୁ ହୋଇଛି । ରାତି ୯ଟା ପୂର୍ବରୁ ବନ୍ଦ ହୋଇଗଲା ସବୁ ଦୋକାନ ।

ଶ୍ରାଦ୍ଧଦିବସରେ ବିଜୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଧୁନିକ ଓଡ଼ିଶା ନିର୍ମାଣ ସହ ନାରୀ ସଶକ୍ତିକରଣ ଓ ଲୋକଙ୍କ କଲ୍ୟାଣ