Odia News Portal
Monthly Archives

April 2021

ଝରାଫୁଲ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁସାରେ,

ହାର୍ଡକୋର ମାଓବାଦୀ ହୁଙ୍ଗା ମୃତ

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ନକ୍ସଲ ପନ୍ଥି ଓ ଡିଆରଜି ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ମୃତ ନକ୍ସଲ ଜଣକ ହେଲେ ବେଟ୍ଟି ହୁଙ୍ଗା ଓ ତାଙ୍କ ମୁଣ୍ଡ ଉପରେ

ବିିଜୟରୁ କେକେଆରର ଅଭିଯାନ ଆରମ୍ଭ

ଚେନ୍ନାଇ : ଆଇପିଏଲର ୧୪ତମ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଓପନର ନୀତିଶ ରାଣାଙ୍କ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୫୩ ରନ ପରେ ବୋଲରଙ୍କ ଭଲ ପ୍ରଦର୍ଶନକୁ ଭିତ୍ତି କରି କେକେଆର ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି । ବିଜୟ

ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା କଲେ ବିଜେପି କର୍ମୀ

ପିପିଲି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପିପିଲିରେ ଭର୍ଚୁଆଲ୍ ରାଲି କରିବେ । ଏହାପୂର୍ବରୁ ଆଜି ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । କିଛି ସ୍ଥାନରେ ବିଜେଡି ଓ ବିଜେପି ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ଖବର ଆସିଛି । ଉଭୟ ଦଳ ଆକ୍ଷେପ ପ୍ରତିଆକ୍ଷେପ କରିଛନ୍ତି । ପିପିଲି

ଆଇପିଏଲ୍‌ ମହାମୁକାବିଲା: କେକେଆର ଏବଂ ସନ୍‌ରାଇଜର୍ସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜିର ଆଇପିଏଲ୍‌ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବ। ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଇୟନ ମୋର୍ଗାନ ପ୍ରଥମ ଥର ପାଇଁ ଏକ ସମ୍ପୂର୍ଣ୍ଣ ଆଇପିଏଲ୍‌ ସିଜନରେ ଦଳର ନେତୃତ୍ୱ ନେବେ । ଅନ୍ୟ ପଟରେ

ଡେଲାଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ, ୩ ଆହତ

ପୁରୀ: ନିର୍ବାଚନୀ ପ୍ରଚାର ସମୟରେ ଡେଲାଙ୍ଗରେ ହିଂସାକାଣ୍ଡ | ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ | ଆହତ ବିଜେପି କର୍ମୀ ଡେଲାଙ୍ଗଡାକ୍ତରଖାନାରେ ଭର୍ତ୍ତି | ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି କର୍ମୀଙ୍କ ରାସ୍ତା ଅବରୋଧ |ଶତାଧିକ ବିଜେପି କର୍ମୀଙ୍କ ଡେଲାଙ୍ଗ ଥାନା

‘ଆହାର’ ସଫଳତାର ବଳ ମିଶନଶକ୍ତି ମହିଳା ଗୋଷ୍ଠି

ଭୁବନେଶ୍ୱର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠି । ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଚଂଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ