Odia News Portal
Monthly Archives

April 2021

ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସିଲ କଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ତତ୍ପର ହୋଇଉଠିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ସ୍ଥାନ ଉପରେ ଚଢାଉ ସହ ସିଲ୍ କରୁଛି । ୭ ଜଣ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ୟୁନିଟ-୧ରେ ଥିବା ଷ୍ଟେଟବ୍ୟାଙ୍କ

ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: ବିଧାନସଭାରେ ବାଚସ୍ପତି ପାତରଅନ୍ତର କରୁଥିବା ବଡ଼ ଅଭିଯୋଗ ଆଣିଲା ବିଜେପି ଦଳ।ଆଜି ଧାରଣାରୁ ଓହରିବା ପରେ ସାମ୍ବାଦିକ ସମ୍ମିଳନୀ କରି କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ ନାୟକ କହିଛନ୍ତି, ବିଧେୟକ ପାରିତ ହେଲେ ଜଣେ

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମିତ ।ଆଜି ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।ଅକ୍ଷୟ ଡାକ୍ତରଙ୍କ

ରାଜ୍ୟରେ ଆଉ ୪୭୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୬୯୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଜାଣନ୍ତୁ ତମ୍ବା ପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟପ୍ରତି କାହିଁକି ହିତକର

ଭୁବନେଶ୍ବର: ତମ୍ବା ପାତ୍ରର ବ୍ୟବହାର ବହୁ ପୁରାତନ ଯୁଗରୁ ଆମେ କରି ଆସିଛ। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ ପାଣି ପାଇଥାନ୍ତି କାରଣ ତମ୍ବା ଶରୀରରେ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ତମ୍ବା ପାତ୍ରରେ

ଆଇଡିଏସର ମାଗଣା ମୁଖଗହ୍ୱର କର୍କଟ ପରୀକ୍ଷା

ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଣ୍ଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଞ୍ଚି ରହିବାର ସୁଯୋଗ

ବ୍ୟାରିକେଡରୁ ଶିଶୁକୁ ଉଦ୍ଧାର ପାଇଁ ନାକେଦମ

ପୁରୀ : ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ ।