Odia News Portal
Monthly Archives

May 2021

ବକ୍ସ ଅଫିସରେ ହ୍ୟାଟ୍ରିକ କଲା ‘ଏ କ୍ୱାଇଟ ପ୍ଲେସ ପାର୍ଟ 2’

ମୁମ୍ବାଇ: କରୋନା ସମୟରେ ହ୍ୟାଟ୍ରିକ କଲା ହଲିଉଡର ୨ ସିନେମା| ହଲିଉଡର ୨ ସିନେମା 'ଏ କ୍ୱାଇଟ ପ୍ଲେସ ପାର୍ଟ 2' ପ୍ରଥମ ସପ୍ତାହରେ ଏହା ୪୮ ମିଲିୟନ୍ ଡଲାର୍ ରୋଜଗାର କରି ଏକ ବଡ଼ ଧରଣର ରେକର୍ଡ ସୃଷ୍ଟି କରିଛି | ଏହି ଚଳଚ୍ଚିତ୍ର ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବହୁତ ଭଲ ବ୍ୟବସାୟ କରିଛି…

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ନିଜ କାର୍ଯ୍ୟରୁ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି ।ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ…

ଚୀନରେ ବଦଳିଲା‘ଆମେ ଦୁଇ ଆମର ଦୁଇ’ ନିୟମ

ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ପାଇଁ ଚୀନ ସରକାରଙ୍କ ବଡ ନିଷ୍ପତ୍ତି । ସରକାରଙ୍କ ଘୋଷଣା ମୁତାବକ ଏବେ ଗୋଟିଏ ଦମ୍ପତ୍ତି ୨ଟି ବଦଳରେ ୩ ଟି ସନ୍ତାନ ଜନ୍ମ କରିପାରିବେ । ପ୍ରଥମେ ଚୀନର ଆଇନ ମୁତାବକ ଏକ ଦମ୍ପତ୍ତି ୨ ଟି ସନ୍ତାନ ଜନ୍ମ କରିବାର ପ୍ରାବଧାନ ଥିଲା ।କିଛିଦିନ ତଳେ ଚୀନ ଜନସଂଖ୍ୟାର…

୧୭ ପର୍ଯ୍ୟନ୍ତ ଓଏଚଆରସିକୁ ପ୍ରବେଶ ନିଷେଧ

ଭୁବନେଶ୍ୱର : କୋଭିଡ୍-୧୯ ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଅ।ୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ୨୯/୦୪/୨୦୨୧ର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ ଏବଂ କମିଶନରର ୧୭/୦୫/୨୦୨୧ର ନୋଟିସର…

ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ

ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କୁ ଛୁରୀ ମାଡ଼ କରି ହୋଇଛି ଲୁଟ୍ ଉଦ୍ୟମ ।ତେବେ ଲୁଟ୍ ଉଦ୍ୟମ ସମୟରେ ଲୁଟର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସୂଚନା ଅନୁଯାୟୀ, ରାଜଧାନୀରେ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାଡ଼ କରି ଲୁଟ ଉଦ୍ୟମ କରିଥିଲେ…

ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ

ନବରଙ୍ଗପୁର: ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାରେ କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।ତେବେ ତାଙ୍କ ସହିତ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ନବରଙ୍ଗପୁର ଗସ୍ତ କରିଛନ୍ତି । ସୂଚନା ଅନୁଯାୟୀ,  ଏକ…

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ୮୩୧୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ସାମାନ୍ୟ ହ୍ରାସ ପାଇବା ପରେ । ପୁଣି ଆଉ ଥରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା…