Odia News Portal
Monthly Archives

June 2021

ଆସନ୍ତା ୩ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କଟକ, ଯାଜପୁର, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କେନ୍ଧମାଳ, ବଲାଙ୍ଗୀର, ଖୋର୍ଦ୍ଧା,…

ଜାଣନ୍ତୁ କାଟାଗୋରୀ-ଏ ଜିଲ୍ଲାରେ କଣ ରହିଛି ଗାଇଡ୍ ଲାଇନ

ଭୁବନେଶ୍ୱର: ଜୁଲାଇ ମାସ ଲାଗି ଆସିଛି ଗାଇଡ ଲାଇନ୍ । ୨ଟି କାଟାଗୋରୀରେ ବିଭକ୍ତ କରାଯାଇ ବିଭିନ୍ନ କଟକଣା ଲଗାଯାଇଛି । କାଟାଗଗୋରୀ-ଏରେ ୨୦ଟି ଜିଲ୍ଲା ଥିବାବେଳେ କାଟାଗୋରୀ-ବିରେ ୧୦ଟି ଜିଲ୍ଲା ରହିଛନ୍ତି । ତେବେ ଏ କାଟାଗୋରୀ ଜିଲ୍ଲାରେ କଟକଣା ଟିକେ କୋହଳ କରାଯାଇଛି । ଏହି ୨୦ଟି ଜିଲ୍ଲା…

ଖେଳରତ୍ନ ଲାଗି ଅଶ୍ୱିନୀ ଓ ମିତାଲିଙ୍କ ନାମ ସୁପାରିସ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ମହିଳା ଦିନିକିଆ ଦଳର କ୍ୟାପଟେନ ମିତାଲି ରାଜଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ନାମ ଅର୍ଜୁନ…

ନୟାଗଡ଼ରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ନୟାଗଡ଼: ରାଜ୍ୟରେ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ଅନେକ ରାଜ୍ୟରେ ୧୧୦ ପାର କଲାଣି ପେଟ୍ରୋଲ ଦର । ତେବେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ୧୦୦ ଉପରେ ଅତିକ୍ରମ କରିସାରିଲାଣି । ଆଜି ନୟାଗଡ଼ରେ ୧୦୦ ଛୁଇଁଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ୯୭ ଟଙ୍କା ୫୮ ପଇସା ରହିଛି । ବାଲେଶ୍ୱର…

ଆରମ୍ଭ ହେଲା ଅନଲକ୍ : ଖୋଲିବ ସବୁ ଦୋକାନ, ବନ୍ଦ ରହିବ ମଲ୍‌, ସ୍ପା, ବିଉଟି ପାର୍ଲର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମଗ୍ର ରାଜ୍ୟର ସଂକ୍ରମଣ ହାରକୁ ୨ଟି ଭାଗରେ ବିଭକ୍ତ କରି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହଥିବା ୨୦ଟି…

ଜୀବନ ନେଲା ଭାଉଜ ପ୍ରେମ, ଭାଇକୁ ହାଣିଲା ଭାଇ

କଟକ: କାଳ ହେଲା ଭାଉଜ ପ୍ରେମ । ବିବାହିତ ହୋଇ ମଧ୍ୟ ଭାଉଜଙ୍କୁ ଟଣା ଓଟରା କରୁଥିବା ଅଭିଯୋଗ । ବଡ଼ ଭାଇ ରାଗି ଯାଇ ସାନ ଭାଇକୁ ହତ୍ୟା କରିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁ…

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି: ଜିଲ୍ଲାର ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲିଗୁଡା ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ଏହି ଗ୍ରାମରେ ଏକ ବାହାଘର ଚାଲିଥିଲା, ଏହି ବାହାଘରରେ ଯୋଗ ଦେବାକୁ ପଡୋଶୀ ଛତ୍ତିଶଗଡ଼ ରାଜ୍ୟର ଜଇତ ଯାଦବ…

ପୁଣି ମେଡିକାଲରେ ଭର୍ତ୍ତିହେଲେ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ହିରୋ ବା ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ ହୋଇଛନ୍ତି । ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ‘ଟ୍ରାଜେଡ଼ି କିଙ୍ଗ୍’ ଭାବେ ପରିଚିତ ଏହ…

ଦୂତିଙ୍କୁ ଅଲମ୍ପିକ ଟିକେଟ

ଭୁବନେଶ୍ୱର: ଦୌଡ଼ରାଣୀ ଦୂତିଚାନ୍ଦଙ୍କୁ ମିଳିଛି ଟୋକିଓ ଅଲମ୍ପିକ ଲାଗି ଟିକେଟ । ୱାଲ୍ଡ ର‌୍ୟାଙ୍କିଙ୍କ ଆଧାରରେ ତାଙ୍କୁ ଚୟନ କରାଯାଇଛି । ୧୦୦ ଓ ୨୦୦ ମିଟର ଲାଗି ତାଙ୍କୁ ଚୟନ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି ।

ସାବଧାନ! ସୋସିଆଲ ମିଡିଆରେ ଥିଲେ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା । ଟ୍ୱିଟ୍ କରି ସତର୍କ ସତର୍କ ସୂଚନା ଦେଇଛି ଓଡ଼ିଶା ପୋଲିସ । ଗୋଟିଏ ନାଁରେ ଏକାଧିକ ଆକାଉଣ୍ଟ ନଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆକାଉଣ୍ଟ ଖୋଲିବା ପୂର୍ବରୁ ଭଲ ଭାବରେ ପ୍ରାଇଭେସି ପଲିସିକୁ ଯାଞ୍ଚ କରିବାକୁ…