Odia News Portal
Monthly Archives

June 2021

ରାଜ୍ୟରେ ୪୨ ମୁଣ୍ଡନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି

କୋଲକାତାରୁ କଟକ ଅଭିମୁଖେ ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର

ଭୁବନେଶ୍ୱର: କଟକ ଅଭିମୁଖେ ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର । ଗତକାଲି କୋଲକାତାରେ ତାଙ୍କର ଦେହାନ୍ତ ହେବା ପରେ ଆଜି ଶେଷକୃତ୍ୟ ଲାଗି କଟକ ଅଣାଯାଉଛି । ବାଳେଶ୍ୱର ବାସୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ,

WTC ଲାଗି ପ୍ରକାଶ ପାଇଲା ୧୧ ଜଣିଆଁ ସାମ୍ଭବ୍ୟ ଦଳ

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିଲାଗି ସାମ୍ଭବ୍ୟ ୧୧ ଜଣିଆଁ ଟିମ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୧ ଜଣିଆଁ ଟିମରେ ରହିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ, ଋଷଭ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା, ଚାଷୀଙ୍କ ଲାଗି ବଡ଼ ସହାୟତା

ଭୁବନେଶ୍ୱର: କୋଭିଡ଼ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ

WTC ଲାଗି ୧୧ ଜଣିଆଁ ଦଳ ବାଛିଲେ ଗାଭାସ୍କର, ଏହି ମହାନ ଖେଳାଳୀଙ୍କୁ ସ୍ଥାନ ମିଳିଲାନି

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିବା ପୂର୍ବରୁ ବହୁ ପୂର୍ବତନ କ୍ରିକେଟରମାନେ ନିଜ ନିଜର ମତ ରଖିଛନ୍ତି । ତେବେ ଗାଭାସ୍କର ମନ ପସନ୍ଦର ୧୧ ଜଣିଆଁ ଟିମ୍ ବାଛିଛନ୍ତି । ଏହି ଟିମରେ ରୋହିତ ଶର୍ମା, ଶୁଭମନ ଗିଲ,

ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ବାତ୍ୟା ପିଡ଼ିତାଙ୍କ ପାଇଁ ରିଲିଫ୍ ସହାୟତା

ଭଦ୍ରକ: ମହାମାରୀ କରୋନା କାଳରେ ବାସୁଦେବପୁର ବ୍ଲକର ବାତ୍ୟା ୟାଶ ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ ସହାୟତା ପ୍ରଦାନ । ସାମାଜିକ କାର୍ଯ୍ୟରେ ସର୍ବଦା ନିୟୋଜିତ ଭଦ୍ରକ ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଛି । ତେବେ ବାସୁଦେବପୁର

ରିଲିଫ ପାଇଁ ଆସିଥିବା ଚୁଡା ଓ ଗୋଖାଦ୍ୟ ଲୁଚାଇ ରଖିଥିଲେ ସରପଞ୍ଚ

ବାସୁଦେବପୁର: ରିଲିଫ ଲୁଚେଇ ରଖିଥିଲେ ବିଜେଡି ସରପଂଚ । ଆଉ ଚାରିଆଡୁ ଚାପ ପଡିବା ପରେ ସ୍ୱାମୀଙ୍କ ହାତରେ ପଠାଇଥିଲେ ବାଂଟିବାକୁ । ହେଲେ ବାତ୍ୟାର ୨୧ ଦିନରେ ତାଟିଆଏ ଗମୁରା ଚୁଡା ନନେଇ ଫିଙ୍ଗି ଦେଇଥିଲେ ଲୋକେ । ଏମିତିକି ସରପଂଚଙ୍କ ସ୍ୱାମୀଙ୍କ ସହ ଗାଁ ଲୋକଙ୍କ ହୋ-ହାଲାର ଏକ୍ସକଲ୍ୟସିଭ

ନାବାଳିକା ଓ ବିବାହିତ ପୁରଷଙ୍କ ମଧ୍ୟରେ ଚାଲିଥିଲା ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧା ହେଲା ପ୍ରେମିକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଚୋରା ପିରତି । ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧାହେଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ମୁଗୁନିପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରେମିକ ବାବୁ ମଲ୍ଲିକକୁ ଗାଁ ଲୋକେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ବନ୍ଧା ହୋଇଥିବା ବାବୁର ଘର ପଥରପେଣ୍ଠ ପଞ୍ଚାୟତ

ଜେଲରୁ ମୁକୁଳିବେ ଅଭୟ ପାଠକ

ଭୁବନେଶ୍ୱର: ଠକେଇ ମାମଲାରେ ଜେଲରେ ଥିବା ଆଇଏଫଏସ ଅଭୟ ପାଠକଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଳରେ ଜାମିନ ଦେଇଛି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ୍ । ୩ଟି ଥାନାରେ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା

ରାହା ଖୋଜୁଛନ୍ତି ୪ ଅନାଥ ଭାଇ ଭଉଣୀ

କାର୍ଲିମେଳା: ଚାରି ବର୍ଷ ତଳେ ମାଆ ଆର ପାରିକୁ ଚାଲିଗଲେ । ଆଉ ଠିକ୍ ଏହାର ବର୍ଷ ପରେ ବାପା ମାନସିକ ବିକାରଗସ୍ତହୋଇ କୁଆଡେ ଚାଲିଗଲେ ତାହାର କୌଣସି ଖୋଜ ଖବର ନାହି । ହେଲେ ଘରେ ରହିଗଲେ କେବଳ ୪ ଜଣ ଅନାଥ ଶିଶୁ ଯେଉଁ ମାନେ ଗତ ତିନି ବର୍ଷ ଧରି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ହେଲେ