ଯବାନ ଆତଙ୍କବାଦୀ ଗୁଳି ବିନିମୟ, ୨ ପୋଲିସ କର୍ମଚାରୀ ଶହୀଦ
ଜମ୍ମୁ-କାଶ୍ଚିର: ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ନେଇ ଶନିବାର ଜଣାପଡିଛି। ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୨ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହାସହ ୨ ଜଣ ଆହତ ହେବା ସହ ୨ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି।!-->…