Odia News Portal
Monthly Archives

June 2021

ଏମଏସପି ରାଜନୀତି, ବିଜେପି- ବିଜେଡି କଥା କଟାକଟି

ଭୁବନେଶ୍ୱର: ଏମଏସପି ବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗତକାଲି କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିଥିବା ବେଳେ ଆଜି ଏହାକୁ ଆହୁରି ବୃଦ୍ଧି କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଯାହାକୁ ନେଇ ବିଜେପି ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି ।

ଟିଏମସିକୁ ଫେରିପାରନ୍ତି ମୁକୁଲ ରାୟ

କୋଲକାତା: ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଟିଏମସିରୁ ୬ବର୍ଷ ଲାଗି ବହିସ୍କୃତ ହୋଇଥିବା ମୁକୁଲ ରାୟ ପୁଣିଥରେ ଦଳକୁ ଫେରିପାରନ୍ତି । ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିବାର ଯୋଜନା ରହିଛି । ଯଦି ସେ

ଲକଡାଉନରେ ବେପାର କରିବା ପଡିଲା ମହଙ୍ଗା

ଭୁବନେଶ୍ୱର: ଲକଡାଉନରେ ଦୋକାନ ଆଗପଟୁ ସଟର ପକାଇ ଭିତରେ ବେପାର କରୁଥିଲେ ଦୋକନୀ । ମାଡି ବସିଲା ପୋଲିସ । ଶେଷରେ ଦୋକାନକୁ କରାଯାଇଛି ସିଲ । ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନକୁ ସିଲ କରିଛି କମିଶନରେଟ୍ ପୋଲିସ । ରଜ ଲାଗି ଲୋକେ ନୂଆ କପଡା କିଣୁଥିବାରୁ

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ୍‌

କଟକ: ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ମିଳିଛି ସର୍ତ୍ତ ମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ତାଙ୍କୁ ୨ ଲକ୍ଷ ଟଙ୍କା ସହ ଦୁଇଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ

କେବେ ମିଳିବ ପିତାମ୍ବରଙ୍କୁ ସହାୟତା

ପାଟଣାଗଡ଼: ଗରୀବଙ୍କ ଲାଗି ସରକାର କରିଛନ୍ତି ଅନେକ ଯୋଜନା । ଆଉ ରହିବନି କଚାଘର ସମସ୍ତଙ୍କୁ ମିଳିବ ପକ୍କାଘର । ନିଆଁ ପାଣି ଭୟ ନରହିବା ଲକ୍ଷଙ୍କର ଆବାସ ଯୋଜନା କରାଯାଇଛି । କିନ୍ତୁ ଆଜି ବି ଅନେକ ଲୋକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀ ହୋଇମଧ୍ୟ ମିଳୁନି ସରକାରୀ

ମାଛ ବୋଝେଇ ଟ୍ରକ ବ୍ରିଜ୍ ତଳକୁ ଖସିପଡିଲା

ଯାଜପୁର: ଆନ୍ଧ୍ରରୁ ମାଛ ନେଇ ଆସୁଥିଲା ଟ୍ରକ । ବିଜ୍ ତଳକୁ ଖସି ଦୁର୍ଘଟଣାର ଶିକାର ହୋଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଲେଇପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆହତ ଡ୍ରାଇଭରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆଜି ଭୋରୁ ମାଛ ନେଇ ଆସୁଥିବାବେଳେ ଏହି

ମଦୁଆ ସ୍ୱାମୀର ନିର୍ଯାତନା ସହି ନପାରି ୫ଝିଅଙ୍କ ସହ ଆତ୍ମହତ୍ୟା କଲେ ମହିଳା

ନୂଆପଡ଼ା: ପାରିବାରିକ କଳହର କରୁଣ ପରିଣତି । ମଦୁଆ ସ୍ୱାମୀର ଅକଥନୀୟ ନିର୍ଯାତନାକୁ ସହିପାରିଲେନି ସ୍ତ୍ରୀ । ପ୍ରତିଦିନ ମଦ ପିଇ ଘରକୁ ଆସି ଝଗଡ଼ା କରିବା ସହ ମାର ଧର କରୁଥିଲା ସ୍ୱାମୀ । ଶେଷରେ ୫ଜଣ ଝିଅଙ୍କୁ ନେଇ ଟ୍ରେନ ଆଗରେ ଡେଇଁ ପଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ

ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । https://twitter.com/Naveen_Odisha ଏହାସହ

କେନ୍ଦ୍ର ସରକାରଙ୍କୁ କୃଷିମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଧାନର ଏମଏସପି ବୃଦ୍ଧିନେଇ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ୨୯୩୦ ଟଙ୍କାକୁ ବୃଦ୍ଧି ହେଲେ ଚାଷୀ ୨୫ ପ୍ରତିଶତ ଲାଭ

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଯାହାକି ନିମ୍ନ ମଧ୍ୟବିତ ପରିବାର ଲୋକଙ୍କ ଉପରେ ହେଉଛି ମହାଙ୍ଗା ମାଡ଼ । ଯାହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ