Odia News Portal
Monthly Archives

June 2021

ଧରା ପଡିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ

କଟକ: ପୋଲିସର ବଡ଼ ସଫଳତା । ବନ୍ଧାହେଲେ ୬ କୁଖ୍ୟାତ ଅପରାଧୀ । ଆଜି ସ୍ପେଶାଲ ସ୍କ୍ବାଡ ଓ ମଙ୍ଗଳାବାଗ ଥାନା ପୁଲିସ ପକ୍ଷରୁ ମହାନଦୀ ହାଡ଼ିଆ ପଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୁଲିସ ୬ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ଓ

ଭେଣ୍ଟିଲେଟରରୁ ବାହାରିଲେ ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭେଣ୍ଟିଲେଟରରୁ ବାହାରି ଏବେ ଆଇସିୟୁରେ ଅଛନ୍ତି ପ୍ରଦୀପ୍ତ । ଦିନେ କିମ୍ବା ଦୁଇଦିନ ମଧ୍ୟରେ ତାଙ୍କୁ ଆଇସିୟୁ ୱାର୍ଡକୁ ସ୍ଥାନାନ୍ତାର କରାଯିବ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଥିଲେ

ମହାପ୍ରସାଦ ଲାଗି ହୋଇଥିବା ଟୋକେନ ବ୍ୟବସ୍ଥାରେ ଅବ୍ୟବସ୍ଥା

ପୁରୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ମହାପ୍ରସାଦ ଦେବା ଲାଗି ଟୋକେନ ବ୍ୟବସ୍ଥା କରାଯାଇଛି । ତେବେ ଟୋକେନ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖା ଦେଇଥିବା ନଜରକୁ ଆସିଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଶହଶହ ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା

ସତର୍କ ହୋଇ ଯାଆନ୍ତୁ, ୨ମାସରେ ଅମାନିଆଙ୍କଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା କଟକଣାକୁ ନମାନି ବୁଲୁଥିବା ଅମାନିଆଙ୍କ ନିକଟରୁ ୨ ମାସରେ ଆଦାୟ ହେଲାଣି ସଢ଼େ ୧୪ କୋଟି ଟଙ୍କାର ଫାଇନ୍ । ଏପ୍ରିଲ ୧ରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଥିବା ବେଳେ ୧୪ ଲକ୍ଷ ୫୮ ହଜାର ଟଙ୍କା ଜରିମାନା କଟାଯାଇଛି । ସେପଟେ, ୩୫ ହଜାର ଦୋକାନ ସିଲ ହୋଇଥିବା

ସାବିତ୍ରୀରେ ସ୍ୱାମୀକୁ ପଥରରେ ଛେଚିଦେଲା ସ୍ତ୍ରୀ

କେନ୍ଦୁଝର: ଆଜି ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀର ଦୀର୍ଘାୟୁ କାମନା କରିବା ସହ ଆରୋଗ୍ୟ ଲାଭ ଲାଗି ବ୍ରତ ରଖିଥାନ୍ତି ସାଧବା ନାରୀମାନେ । ତେବେ ସ୍ୱାମୀ ସ୍ତ୍ରୀଙ୍କ ଲାଗି ଆଜିର ଦିନଟି ବେଶ ମହତ୍ୱପୂର୍ଣ୍ଣ । କିନ୍ତୁ ଆଜିର ଦିନରେ ସ୍ୱାମୀଙ୍କୁ ଇଟାରେ ଛେଚି ଲହୁ ଲୁହାଣ କରିଛି ସ୍ତ୍ରୀ ।

ରେଳ ଧାରଣାରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ଯାଜପୁର: ରେଳ ଧାରଣାରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଯାଜପୁର ଜିଲ୍ଲା ଧାନ ମଣ୍ଡଳ ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର କରାଯାଇଛି । ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଗୁରୁବାର ସ୍ଥାନୀୟ ଲୋକେ ରେଳ

କଟକ ବଡ଼ ମେଡିକାଲକୁ ଆସିବ ସିମୁଲେଟର

କଟକ: କରୋନା ସମୟରେ ଆଶ୍ୱସ୍ତିକର ଖବର । କରୋନାର ଜଟିଳତା ପରେ ବହୁ ରୋଗୀ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହାରି ଭିତରେ ଫୁସ୍ଫୁସ୍ ଜନିତ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ରକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସିମୁଲେଟର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି

ଭୁବନେଶ୍ୱର ଏମ୍ସକୁ ଆସିବ୨ ଇକ୍‌ମୋ ମେସିନ

ଭୁବନେଶ୍ୱର: କରୋନାର ପରିବର୍ତ୍ତୀ ଜଟିଳତା ଇକମୋ ଚିକତ୍ସା ଲାଗି ଓଡ଼ିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇକମୋ ଚିକତ୍ସା ଲାଗି ଓଡ଼ିଶାରୁ ବାହାର ରାଜ୍ୟକୁ ରୋଗୀଙ୍କୁ ନିଆଯାଉଛି । ତେବେ ଭୁବନେଶ୍ୱର ଏମ୍ସକୁ ଦୁଇଟି ଇକମୋ ଆସିବା ନେଇ ସୂଚନା ମିଳିଛି । ହସ୍ପିଟାଲରେ ଦୁଇଟି ଇକମୋ

ପଶ୍ଚିମବଙ୍ଗରେ ‘ଖେଲା ହୋବେ’ ଯୋଜନା

କୋଲକାତା: ନିକଟରେ ଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ‘ଖୋଲା ହୋବେ’ ନାରା ଦେଇ ନିର୍ବାଚନ ଲଢ଼ିଥିଲେ । ସମଗ୍ର ଦେଶରେ ବିଜେପି ଳଡର ଥିବାବେଳେ ପଶ୍ଚିମବଙ୍ଗରେ ଖେଳ କରିଥିଲେ ମମତା । ତେବେ ଏହି ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହୋଇଥିବା

ଭାରତୀୟ ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ୟାଙ୍ଗ୍କକ୍ରେ ଅନୁଷ୍ଠିତ ୧୯୯୮ ସଂସ୍କରଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ‘ବ୍ୟାଣ୍ଟମ୍ୱେଟ୍’ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ସେହିବର୍ଷ