Odia News Portal
Yearly Archives

2021

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌ ରହିଛି।

ଆଜି “ମନ କୀ ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ "ମନ କୀ ବାତ୍‌" ର ୮୨ ତମ ସଂସ୍କରଣରେ ଆଜି ଦେଶକୁ ସମ୍ବୋଧିତ କରିବେ।ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ। ରେଡିଓ କାର୍ଯ୍ୟକ୍ରମ PMO ସହିତ ପିଏମ୍‌ ନରେନ୍ଦ୍ର ମୋଦୀଙ୍କ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୬ ହଜାରରୁ କିଛି କମ୍‌ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ରୁ ବହୁତ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ଆଜି ସରୁଛି ଗୋବିନ୍ଦ ସାହୁର ରିମାଣ୍ଡ ଅବଧି

ବଲାଙ୍ଗିର :ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଶେଷ ହେଉଛି । ଗତକାଲି ରାତିରେ ଗୋବିନ୍ଦକୁ ଏସପି ଅଫିସରୁ ରିଜର୍ଭ ପୋଲିସ ବାରାକକୁ ଅଣାଯାଇଥିଲା । ରାଧେ ଘରୁ ମିଳିଥିବା ବ୍ୟାଗ୍ ସଂପର୍କରେ

ସମ୍‌ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା । ଡେକ୍ସଟ୍ରୋ-ଟ୍ରାନ୍ସପୋଜିସନ୍‌ ଅଫ୍‌ ଦି ଗ୍ରେଟ୍‌ ଆର୍ଟେରୀଜ୍‌ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ

ଚିକିତ୍ସାଧିନ ଦନ୍ତାର ମୃତ୍ୟୁ

ଢ଼େଙ୍କନାଳ: ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ଥିବା ଦନ୍ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଲାହଡା 'ବିଆରଏଫ୍ ଭିତରେ ଥିବା ଷଡ଼ଙ୍ଗୀ ବନଖଣ୍ଡ ଅଂଚଳରେ ଚିକିତ୍ସିତ ହେଉଥିବା ଏକ ହାତୀର ମୃତ୍ୟୁ ଘଟିଛି। ହାତୀଟିକୁ ଟ୍ରାକ କରାଯାଇଛି ଏବଂ ଗତ 2 ଦିନ ଧରି ସେ ଚିକିତ୍ସିତ ହେଉଥିଲେ। VAS

ଅଷ୍ଟ୍ରେଲିଆ ଆଗରେ ୧୧୯ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଟି-୨୦ ବିଶ୍ୱକପର ହାଇଭୋଲଟେଜ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଛି । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ଦକ୍ଷିଣଆଫ୍ରିକା ୯ ୱିକେଟ ହରାଇ ୧୧୮ ରନ

ଦୀର୍ଘ ୧୪ ବର୍ଷ ପରେ ବଢ଼ିବ ଦିଆସିଲ୍ ପେଡ଼ିର ଦାମ, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ: ୫୦ ପଇସାରୁ ଟଙ୍କାଏ । ୨୦୦୭ ମସିହାରେ ବଢ଼ିଥିଲା ଦିଆସିଲ ପେଡ଼ିର ଦାମ । ଆଉ ଏହା ଦୀର୍ଘ ୧୪ ବର୍ଷ ହେବ ଏହି ରେଟରେ ବିକ୍ରି ହେଉଥିଲା । ଟଙ୍କାଏରେ ମିଳୁଥିବା ଦିଆସିଲି ପ୍ୟାକେଟ୍ ପାଇଁ ଏବେ ୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦିଆସିଲି ବାକ୍ସର ନୂଆ ଦର ଡିସେମ୍ବର ୧ରୁ ଲାଗୁ ହେବ

ଖାଲି ହୋଇଯିବ କି କଂଗ୍ରେସ ଭାଡି ?

ଭୁବନେଶ୍ୱର : କଂଗ୍ରେସର ଏବେ ଭାଡି ଖାଲି ହୋଇଯିବା ଅବସ୍ଥା । ଜଣକ ପରେ ଜଣେ ପୂର୍ବତନ ବିଧାୟକ ଓ ସାଂସଦ ଯେଭଳି ଦଳ ଛାଡୁଛନ୍ତି ସେହି ଧାରା ଜାରି ରହିଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ମଙ୍ଗ ଧରିବାକୁ ହାତଗଣତି କେତେଜଣଙ୍କୁ ବାଦ୍‍ ଦେଲେ ଆଉ କେହି ମିଳିବେ ନାହିଁ । ତେବେ ସର୍ବଦା

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଦଳ ଘୋଷଣା କଲା ପାକିସ୍ତାନ, ଏହି ଅନୁଭବି ଖେଳାଳୀଙ୍କୁ ମିଳିଲାନି ସ୍ଥାନ

ଦୁବାଇ: ଟି-୨୦ ବିଶ୍ୱକପରେ ମହାମୁକାବିଲା ପୂର୍ବରୁ ଦଳ ଘୋଷଣା କରିଛି ପାକିସ୍ତାନ । ପାରିବାରିକ ପ୍ରତିଦ୍ୱନ୍ଦୀ ଭାରତ ସହ ମ୍ୟାଚ ଖେଳିବା ଲାଗି ଜୋରଦାର ଅଭ୍ୟାସ କରିବା ସହ ମ୍ୟାଚ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଦଳ ସାମ୍ଭବ୍ୟ ୧୨ ଜଣିଅୃଁା ଟିମ୍ ଘୋଷଣା କରିଛି ପାକିସ୍ତାନ । ତେବେ ଏହି ୧୨