ଆଜିଠୁ କ୍ଲାସରୁମରେ ବସି ପାଠ ପଢ଼ିବେ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ
ଭୁବନେଶ୍ୱର: କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ଅନଲାଇନରେ ଚାଲିଥିଲା ପାଠପଢ଼ା । କିନ୍ତୁ ଧିରେ ଧିରେ କଟକଣା କୋହଳ ହେବା ପରେ ଆଜିଠୁ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ଚଳଚଞ୍ଚଳ ହୋଇଛି କ୍ୟାମ୍ପସ, ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ଅନଲାଇନ୍ ନୁହେଁ ଶ୍ରେଣୀ ଗୃହରେ ହେବ!-->…