Odia News Portal
Yearly Archives

2021

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୫୨୪ ନୂଆ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୫୨୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୬ ଓ ସ୍ଥାନୀୟ ସଂକ୍ରମିତ ୨୧୮ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ଶିଶୁ ଓ କିଶୋର ୭୫ ଜଣ ରହିଛନ୍ତି । ରାଜ୍ୟର

ଆସନ୍ତାକାଲି ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ । ପ୍ରଥମ ଥର ପାଇଁ ୮ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ । ତେବେ ପଳାଶୁଣୀ ମୁଖ୍ୟ ଜଳ ଯେଗାଣ ପାଇପଲାଇନରେ ଜରୁରୀ ମରାମତି ପାଇଁ ଏହି

ସିଏସକେକୁ ହରାଇଲା ପଞ୍ଜାବ

ଦୁବାଇ: ଶେଷ ମ୍ୟାଚରେ ରୋମାଞ୍ଚକ ବିଜୟ । ଚେନ୍ନାଇକୁ ହରାଇଲା ପଞ୍ଜାବ । ବୋଲରଙ୍କୁ ସୁହାଉଥିବା ପିଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର କୌଣସି ବୋଲରଙ୍କ କ୍ଷମା ଦେଲେ ନାହିଁ ଲୋକେଶ ରାହୁଲ। ମାତ୍ର ୪୨ ବଲରେ ୯୮ ରନ୍ର ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳକୁ ୧୩ ଓଭରରେ ଜିତାଇ

ବିଚାର ବିଭାଗୀୟ ହାଜତକୁ ଗଲେ ଆର୍ୟାନ

ନୂଆଦିଲ୍ଲୀ: କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାହାରୁଖ ଖାନଙ୍କ ପୁଅ ଆୟର୍ନ ଖାନଙ୍କ ସମେତ ୮ ଜଣଙ୍କୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା । ହେଲେ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିନାହିଁ । ଫଳରେ ଆର୍ୟାନ ବିଚାର ବିଭାଗୀୟ

ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଓଡ଼ିଶାରୁ ଏହି କମିଟିରେ ୩ ଜଣଙ୍କୁ ସ୍ଥାନ ମିଳିଛି ।

ଶପଥ ନେଲେ ମମତା

କୋଲକାତା: ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦ୍ଦୀପ ଧନଖଡ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଯାହା ଫଳରେ ରାଜ୍ୟର କାର୍ୟ୍ୟକାରୀ ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କୁ ସଦନର ସଦସ୍ୟତା ମିଳିଯାଇଛି । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ

ଲକ୍ଷ୍ମୀପୁର ଖେରୀ ହିଂସା ମାମଲା: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କୁ ସମନ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ପୋଲିସ ଆଶିଷ ପାଣ୍ଡେ ଏବଂ ଲବକୁଶ ରାଣା ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୋଲିସ ଗିରଫ କରିପାରିନାହିଁ। ସେ ଏବେ ବି ଫେରାର ଥିବା କୁହାଯାଇଛି । ଏହି ମାମଲାରେ

ସାହିତ୍ୟ ପାଇଁ ନୋବେଲ

ନୂଆଦିଲ୍ଲୀ: ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁର୍ନାଙ୍କୁ ପ୍ରଦାନ କରାଯାଇଛି। ନୋବେଲ କମିଟି ଏହାର ବିବୃତ୍ତିରେ କହିଛି – ଉପନିବେଶବାଦ ବିରୋଧରେ ରଜାକ କୌଣସି ପ୍ରକାର ସାଲିସ୍ କରିନାହାଁନ୍ତି। ସେ ତାଙ୍କ ସାହିତ୍ୟ ମାଧ୍ୟମରେ ଉପନିବେଶବାଦ

ପୁରୀ ଜିଲ୍ଲାରେ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ସହ BSKY ସ୍ମାର୍ଟକାର୍ଡ ବାଣ୍ଟିଲେ…

ଭୁବନେଶ୍ୱର: ପୁରୀ ବ୍ରହ୍ମଗିରି କେରାଣ୍ଡିଆରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲା ପାଇଁ ବିଏସକେଓାଇ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ଆଉ କେତେକ ଉନ୍ନୟନ ପ୍ରକ୍ଳଫର ଶିଳାନ୍ୟାସ ମଧ୍ୟ କରିଛନ୍ତି । ପ୍ରଥମେ ମାଲାକାନାଗିରି, ଦ୍ୱିତୀୟରେ ସୁନ୍ଦରଗଡ଼ ।

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ରେଡିଓ କ୍ଲବ୍ ମିଟ୍ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବ୍ରିଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍ୟାପିତ