Odia News Portal
Yearly Archives

2021

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌

ସୁନ୍ଦରଗଡ : ରାସ୍ତାରେ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୁନ୍ଦରଗଡ କରମଡିହି ରାସ୍ତାରେ ନିଆଁ ଲାଗିଛି । ଗାଡିର ଇଞ୍ଜିନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ଏଲପିଜି ବୋଝେଇ ଟ୍ରକଟି ଝାରସୁଗୁଡାରୁ ରାଉରକେଲାକୁ ଯାଉଥିଲା । ଖବର ପାଇ ବଡଗାଁ ଓ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୨୪,୩୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେବଳ କେରଳରୁ ୧୩,୮୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫ ମୃତ୍ୟୁବରଣ କରିଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୧,୦୬୧କୁ ବୃଦ୍ଧି ପାଇଛି। ଦିନକରେ ଆଉ

ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ପୁଣି ଓଡ଼ିଶା ପୁଲିସକୁ ସଫଳତା । ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ସର୍ବାଧିକ ସଫଳତା ଚଳିତ ବର୍ଷ ମିଳିଛି। ଗତ ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ କାର୍ୟ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମର୍ଦ୍ଧ ରେ ୪

ରାଜ୍ୟରେ ପୁଣି ୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ତଥାପି ପ୍ରତିଦିନ ଗଢ଼ୁଛି ମୁଣ୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରୁ ୨ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଥିବାବେଳେ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଜିଲାରେ ଜଣେ

ଜାଣନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ । କେତେବେଳେ ୫ଶହ ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା ତ ଆଉ କେତେବେଳେ ତଳକୁ ଖସୁଛି ।ଏହାରି ଭିତରେ ଶୁକ୍ରବାର ସଂଧ୍ୟାସୁଦ୍ଧା ମୋଟ ୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୮୧ ଓ ସ୍ଥାନୀୟ

ଗାନ୍ଧୀ ଜୟନ୍ତୀ ଅବସରରେ ମାସେବ୍ୟାପି ସମାଜସେବା କରିବ ବିଜେଡି

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ବାପୁଜୀଙ୍କ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠୁଛି ଉତ୍ସବ ମୁଖର । ବାପୁଙ୍କ ତ୍ୟାଗ ସବୁଦିନ ଲାଗି ଚିରସ୍ମରଣୀୟ ହୋଇ ରହିବ । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ଶାସକ ଦଳ ବିଜେଡି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ବାପୁ ଯେଭଳି

ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଦୁଇ ମହାପୁରୁଷଙ୍କ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁରଙ୍କ ଜୟନ୍ତୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱଟର

ବାପୁଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର: ସେ ହେଉଛନ୍ତି ଜାତିର ପିତା । ତାଙ୍କର ନୀତି ଆଦର୍ଶରେ ସଭିଏଁ ଅନୁପ୍ରାଣିତ । ସେ ଥିଲେ ହିଂସାଠାରୁ ବହୁ ଦୂରରେ ଆଉ ଅନ୍ୟକୁ ଆଦରିବାର ତରିକା ଶିଖୁଥିଲେ ତାଙ୍କଠାରୁ ସଭିଏଁ । ତେବେ ସମସ୍ତଙ୍କ ପ୍ରିୟ ବାପୁବା ଭାରତ ସ୍ୱାଧିନ ହେବାର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କଆଜି

ବ୍ରିଟେନରୁ ଫେରିଲେ ଘରେ ସଙ୍ଗରୋଧ

ନୂଆଦିଲ୍ଲୀ : ବ୍ରିଟେନ ବିରୋଧରେ କଡା ଆଭିମୁଖ୍ୟ ନେଇଛି ଭାରତ। ଯେସାକୁ ତେସା ନୀତି ଆପଣାଇବା ସହ ଭାରତ ମଧ୍ୟ ବ୍ରିଟେନରୁ ଭାରତ ଆସିଲେ ଟିକା ନେଇଥିଲେ ମଧ୍ୟ ୧୦ ଦିନିଆ କ୍ୱାରେଣ୍ଟିନ ସହ ୩ ଥର ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛି। ସରକାର କହିଛନ୍ତି ଯେ ଅକ୍ଟୋବର ୪ରୁ ଭାରତ ଆସୁଥିବା

ପୁଣି ଧମାଲ ମଚାଇବ ଅର୍ଦ୍ଧେନ୍ଦୁ-ତମନ୍ନା ଯୋଡ଼ି

ଭୁବନେଶ୍ୱର: ହାଏ ତୋ ପ୍ରେମର ରଙ୍ଗୋଲି… ଏହି ଗୀତଟି ଓଡ଼ିଶାର ପ୍ରତ୍ୟେକ ଦର୍ଶକଙ୍କ ବେଶ ମନ ମୋହିଥିଲା । ଆଉ ଗୀତଟି ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା । ତେବେ ‘ବ୍ଲାକମେଲ’ ଫିଲ୍ମର ଏହି ଗୀତରେ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଯୋଡ଼ି ଦର୍ଶକଙ୍କୁ ଫୁଲ ମନୋରଞ୍ଜନର ଖୋରାଗ ଯୋଗାଇଥିଲା । ତେବେ