Odia News Portal
Yearly Archives

2021

ସୋନୁଙ୍କ ଘରେ ତୃତୀୟ ଦିନରେ ଭିଜିଲାନ୍ସ ଚଢ଼ାଉ

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ଘରେ ତୃତୀୟ ଦିନରେ ଭିଜିଲାନ୍ସ ଚଢ଼ାଉ । ସୋନୁ ସୁଦଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଆୟକର ବିଭାଗ ଲଗାତାର ତୃତୀୟ ଥର ପାଇଁ ଚଢ଼ାଉ କରିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି ଚଢ଼ାଉରେ ଟ୍ରାକ୍ସ ହେରାଫେରି ମାମଲାରେ ଶକ୍ତ ପ୍ରମାଣ ମିଳିଛି । ସୂଚନା

୨ ବଡ଼ପୁଅଙ୍କ ସହ ମିଶି ସାନପୁଅକୁ ମାରିଦେଲା ବାପା

କନ୍ଧମାଳ: ସଇତାନ ସାଜିଲା ବାପା । ନିଜ ଜନ୍ମକଲା ପୁଅକୁ ମାରି ପୋତିଦେଲା । ଦୁଇ ବଡ଼ପୁଅଙ୍କ ମିଶି ସାନପୁଅ ହତ୍ୟା କରିଛି ବାପା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରିମିଲା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି

କାଠ ଲୋଭରେ ଭାସିଗଲେ ତିନିଜଣ

କେନ୍ଦୁଝର: ବନ୍ୟାପାଣିରୁ କାଠ ଆଣିବାକୁ ଯାଇ ଭାସିଗଲେ ତିନିଜଣ । ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟରୁ ବନ୍ୟାପାଣିରୁ କାଠ ଆଣୁଥିବାବେଳେ ୩ଜଣ ଭାସିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବାପରେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୨ଜଣ ନିଖୋଜ ଅଛନ୍ତି ।

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୪ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସାମାନ୍ୟ ଅଧିକ ରହିଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ

ଆଜିଠୁ ୫ଦିନ ବନ୍ଦ ରହିବ ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ୍ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳଙ୍କ କାର୍ୟ୍ୟାଳୟ ଓ ତହସିଲ କାର୍ୟ୍ୟାଳୟରେ କେତେକ କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ୟ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ଦୁଇ କାର୍ୟ୍ୟାଳୟରେ ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉପଜିଲାପାଳଙ୍କ କାର୍ୟ୍ୟାଳୟର ୪

ଜାଣନ୍ତୁ ରାଜ୍ୟରେ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି କରୋନା ସଂକ୍ରମଣ । କେବେ କମୁଛି ତ କେବେ ବଢ଼ୁଛି ତାହା ଜଣାପଡ଼ୁନାହିଁ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୭ ଓ ସ୍ଥାନୀୟ ସଂକ୍ରମିତ ୨୬୧ ରହିଛନ୍ତି। ଚିହ୍ନଟ ନୂଆ

ସବୁ ସରିଥିଲା, ଶେଷରେ ଧୋକା ଦେବାରୁ ପ୍ରେମିକର ଆତ୍ମହତ୍ୟା

କେନ୍ଦ୍ରାପଡ଼ା: ପ୍ରେମ କରୁଥିଲେ । ୬ଏପରିକି ୬ ବର୍ଷ ଧରି ସମ୍ପର୍କରେ ଥିଲେ । ଶେଷରେ ପ୍ରେମିକା ଧୋକା ଦେଲା । ଆଉ ପ୍ରତାରିତ ପ୍ରେମିକ ଆତ୍ମହତ୍ୟାକୁ ଶେଷ ବାଟ ବାଛି ନେଇଛି । ଆଳି ଅଞ୍ଚଳର ଦେବରାଜ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେପଟେ ତାଙ୍କ ପ୍ରେମିକାଙ୍କ ବିରୋଧରେ ଅଭିଯୋଗ

ଆଜି ରାଜ୍ୟରେ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: କମୁଛି କରୋନା ତଥାପି ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ଗ୍ରାଫ୍ କମୁଛି । ଗତ ୨୪ ଘଣ୍ଟାରେ ୬୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ

ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ: ପବିତ୍ର ସୁନିଆ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ନୂତନ ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ବାହାରୁ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଥାପିଛନ୍ତି ମୋଦୀ । ବହୁ ବାଦ ବିବାଦ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେ । ସାଧାରଣ କର୍ମକର୍ତ୍ତାରୁ ପରବର୍ତ୍ତୀ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଉ ଏବେ ଭାରତର ପ୍ରଧାନମନ୍ତ୍ରୀ । ଦୁଇ