Odia News Portal

କାଠ ଲୋଭରେ ଭାସିଗଲେ ତିନିଜଣ

କେନ୍ଦୁଝର: ବନ୍ୟାପାଣିରୁ କାଠ ଆଣିବାକୁ ଯାଇ ଭାସିଗଲେ ତିନିଜଣ । ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟରୁ ବନ୍ୟାପାଣିରୁ କାଠ ଆଣୁଥିବାବେଳେ ୩ଜଣ ଭାସିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବାପରେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୨ଜଣ ନିଖୋଜ ଅଛନ୍ତି ।