ଆସିଲା ଶ୍ରୀମନ୍ଦିରର ନୂଆ ଏସଓପି, ଜାଣନ୍ତୁ କଣ ରହିଛି ଗାଇଡଲାଇନ୍
ପୁରୀ: ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର । ପୂର୍ବରୁ ସପ୍ତାହରେ ୫ଦିନ କାଳିଆ ଦର୍ଶନ କରୁଥିବାବେଳେ ଏବେ ୬ଦିନ ଖୋଲା ରହିବ ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସାନିଟାଇଜେସନ ଲାଗି କେବଳ ରବିବାର ବନ୍ଦ ରହିବ!-->…
