Odia News Portal
Yearly Archives

2021

ଏସିଏଫ ସୌମ୍ୟଙ୍କ ପରିବାରକୁ ୩ ଘଣ୍ଟା ଜେରା

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ରାଉଣ୍ଡ ମାରାଥନ୍ ଜେରା । DSP ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ପ୍ରଥମେ

ରାଜ୍ୟରେ ମରୁଡ଼ି ପ୍ୟାକେଜ୍ ଘୋଷଣା କରାଯାଉ: ମୋହନ ମାଝୀ

ଭୁବନେଶ୍ୱର: ମରୁଡ଼ିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବି ପ୍ରସ୍ତାଵ ଆଲୋଚନା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଥିଲେ ଯେ, ମରୁଡି ମନୁଷ୍ୟକୃତ ନୁହେଁ, ଏହା ଜଳବାୟୁ ପରିବର୍ତ୍ତନଜନିତ। ଏବେ ମୁଲତବି ପ୍ରସ୍ତାଵ

ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ: ସେପ୍ଟେମ୍ବର ଗାଇଡଲାଇନ୍ ଆସିବା ପରେ ଶ୍ରୀମନ୍ଦିର ଉପରେ ରହିଛି ନଜର । ସପ୍ତାହନ୍ତ ସଟଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା । ଏନେଇ ଆସନ୍ତା ସପ୍ତାହରେ ମିଟିଂ ହେବ କହିଲେ ଉନ୍ନୟନ ପ୍ରଶାସନ । ଆସନ୍ତା ସପ୍ତାରରେ ମିଟିଂ ହୋଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ବ୍ୟାଟିଂ ଓ ବୋଲିଂ ମାନ୍ୟତା, ଜାଣନ୍ତୁ କିଏ କେତେ ନମ୍ବର ସ୍ଥାନରେ ରହିଲେ

ଦୁବାଇ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ୯୧୬ ପଏଣ୍ଟ ସହ ଆଇସିସି ଟେଷ୍ଟ ମାନ୍ୟତାର ନଂ୧ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୨ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ । ସେ ୯୦୧ ପଏଣ୍ଟ ପାଇଛନ୍ତି । ଭାରତ ବିପକ୍ଷ

ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଡ଼ିହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି କି, ''ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ। କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ୱ ସବୁବେଳେ ମୋର ପ୍ରାଥମିକତାରେ

ବାହାହେବେ ଭାରତୀୟ ଦ୍ରୃତ ବୋଲର ଦୀପକ ଚହର

ନୂଆଦିଲ୍ଲୀ: ବଲିଉଡ ଏବଂ କ୍ରିକେଟ ସହିତ ପୁରୁଣା ସଂପର୍କ। ଅଭିନେତା ଶର୍ମିଲା ଟାଗୋର ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା, ଗୀତା ବାସରା, ହେଜଲ ଭଳି ଅଭିନେତ୍ରୀ କ୍ରିକେଟରଙ୍କୁ ବିବାହ କରି ଖୁସିରେ ଘର ବସାଇଛନ୍ତି। ଏମିତି ସ୍ଥଳେ ଆଉ ଏକ ନାମ ଯୋଡି ହେବାକୁ ଯାଇଛି। କ୍ରିକେଟର ଦୀପକ ଚହର

ଆସନ୍ତା ୬ରୁ ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଚଳିତ ମାସ ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସୂଚନା ଦେଇଛନ୍ତି । ଏନେଇ ସେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିବା ସହିତ ଏସ୍‌ଓପି ଜାରି କରିଛନ୍ତି । କରୋନ

ବ୍ୟବସାୟୀଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଲେ

କଳାହାଣ୍ଡି: କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗାଁରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ମିଶ୍ରଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ୨୩ ଭରି ସୁନା ଅଳଙ୍କାର,୩ ଭରି ରୁପା ଅଳଙ୍କାର ସମେତ ୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚୋରି ସାମଗ୍ରୀର

ମରୁଡ଼ି ମୁକାବିଲା ନେଇ ଏମିତି କହିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ବିଧାନସଭା ମୌସୁମୀ ଅଧିବେଶନ । ମରୁଡ଼ି ପରିସ୍ଥିତି ନେଇ ବିରୋଧୀମାନେ ହୋହାଲ୍ଲା କରିଥିଲେ । କିଛ ସମୟ ଲାଗି ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି

ଆଜିଠୁ ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସୁବିଧା । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟକାର୍ଡ ମାଧ୍ୟମରେ ମିଳିବ ମାଗଣା ଚିକିତ୍ସା । ମାଲକାନାଗିରିରୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଯୋଜନାର