Odia News Portal
Yearly Archives

2021

ଆଜି ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆଉ ଏଥରକ ଇକମୋ ଚିକିତ୍ସା ଲାଗି ଓଡ଼ିଶା ବାହାରକୁ ଯିବାକୁ ପଡିବ ନାହିଁ । ରାଜ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହୋଇଯାଇଛି । କଟକ ବଡ ମେଡିକାଲରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଇକୋମୋ ସୁବିଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ସବୁ ଗୁରୁତର କୋଭିଡ

ରାଜ୍ୟରେ କରୋନାରେ ଆଉ ୬୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୁରୁବାର ଦିନକ ମଧ୍ୟରେ ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ ଜଗତସିଂହପୁର ଜିଲାରେ ୯, ଢେଙ୍କାନାଳରେ ୬, ଯାଜପୁର, କେନ୍ଦ୍ରାପଡା ଓ ମୟୁରଭଞ୍ଜରେ ୩ ଜଣ

ଇଶ୍ୱରଙ୍କୁ ଆମେ ମନୁଷ୍ୟର ପ୍ରତିକୃତି ମଧ୍ୟରେ ଦେଖିବାକୁ ଚାହୁଁ କାହିଁକି ?

ଭୁବନେଶ୍ୱର: ଇଶ୍ୱରଙ୍କ ମହାଜାଗତିକ ସ୍ୱରୂପକୁ କଳନା କରିବା ମନୁଷ୍ୟର ସାଧ୍ୟାତୀତ । ସେ ତା’ର ସୀମିତ ଧାରଣାକୁ ନେଇ ଅସୀମ ଇଶ୍ୱରଙ୍କୁ ସେ କିଭଳି ଦର୍ଶନ କରିବ? ତେଣୁ ନିଜର ବ୍ୟକ୍ତିଗତ ଅନୁଭବରୁ ସେ ଇଶ୍ୱରଙ୍କ ରୂପ ସୃଷ୍ଟି କରିଛି ଏବଂ ମୂର୍ତ୍ତି ଓ ଚିତ୍ରରେ ତାହା ପ୍ରତିଫଳିତ କରିଛି ।

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ଗୃହବନ୍ଦୀ କଲା ତାଲିବାନ

ନୂଆଦିଲ୍ଲୀ : ମିଳିତ ଭାବେ ସରକାର ଗଠନ କରିବାକୁ କଥା ଦେଇଥିଲେ। କମିଟି ମଧ୍ୟ ଗଠନ କଲେ ତାଲିବାନ। ଏଥିରେ ସଦସ୍ୟ ଥିଲେ ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସମାଧାନ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲା। ଉଭୟଙ୍କ ସହ ତାଲିବାନ

କାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ବିସ୍ଫୋରଣ ହେବା ମାତ୍ରେ ଲୋକେ ଦୌଡିଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ପରିସ୍ଥିତି ବର୍ତମାନ ସେଠାରେ ସଙ୍ଗୀନ ହେବାରେ ଲାଗିଛି । ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଭାରତ, ଆମେରିକା

ନ୍ୟାୟ ସମତା ସହଭାଗୀମାନଙ୍କ ତାଲିମ କର୍ମଶାଳା

ଭୁବନେଶ୍ୱର: ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ମାର୍ଗ ପକ୍ଷରୁ ମହିଳା ଓ ପୁରୁଷମାନଙ୍କ ସମ୍ମାନ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମତା ନ୍ୟାୟ ସହଭାଗୀମାନଙ୍କୁ ନେଇ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜଧାନୀର ଏକ ହୋଟେଲରେ ଅନୁଷ୍ଠିତ ଏହି କର୍ମଶାଳାରେ କଟକ ଜିଲ୍ଲାର ୪ଟି

ପରଜଙ୍ଗ ଆକ୍ରମଣ ପରେ ଲୁଟ୍ ଘଟଣା, ବନ୍ଧାହେଲେ ୩ ଅଭିଯୁକ୍ତ

ଅନୁଗୁଳ: ଗତ ୨୪ ତାରିଖରେ ଆକ୍ରମଣ ସହ ଲୁଟର ଶିକାର ହୋଇଥିଲେ ଅଭୟ ବିଶ୍ୱାଳ ଏବଂ ତାଙ୍କ ପୁଅ । ଲୁଟ୍ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପରଜଙ୍ଗ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରଞ୍ଜିତ ନାୟକ, ପ୍ରଭାତ କୁମାର ନାୟକ ଓ ସମୀର ନାୟକ । ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ

ବଲାଙ୍ଗୀର: ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ ଆଜି ସନ୍ଧ୍ୟାରେ ଲୋକାର୍ପିତ ହୋଇଛି । ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଫିତା କାଟି ଏହାକୁ ଲୋକାର୍ପିତ କରିଛନ୍ତି । ଏହି ପାର୍କକୁ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସହିତ ଯୋଗ ଶିକ୍ଷା ଓ ସଭା ସମିତି ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି

ଏହି ୫ଟି ଫିଲ୍ମକୁ ରିଜେକ୍ଟ କରିଥିଲେ ସଲମାନ, ଶାହାରୁଖ୍ ଏବଂ ଅମୀର ଅଭିନୟ କଲେ ଆଉ ଫିଲ୍ମ ହେଲା ସୁପରହିଟ୍

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ ମିଳିଥିଲା ୫ଟି ହିଟ୍ ଫିଲ୍ମର ଅଫର । ଯାହାକୁ ସେ ରିଜେକ୍ଟ କରି ଦେଇଥିଲେ । ପରେ ଏହି ଏହି ଫିଲ୍ମରେ ଅଭିନୟ କରିଥିଲେ ଅମୀର ଓ ଶାହାରୁଖ । ଯାହାକି ଢ଼େରସାରା ପ୍ରଂଶସା ସାଉଁଟିବା ସହ ହିଟ୍ ହୋଇଥିଲା । ଏହି ଫିଲ୍ମ ଗୁଡିକ ଲାଗି ସେମାନଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ

ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ । ଛାତ୍ର ଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ସାଧାରଣରେ କରାଯାଉଛି ପ୍ରଂଶସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ୟ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିବା