Odia News Portal
Yearly Archives

2021

ଗ୍ରୀନ୍‌ଲ୍ୟାଣ୍ଡରେ ବର୍ଷା , ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଗ୍ରୀନ୍‌ଲାଣ୍ଡରେ ବର୍ଷା।  ବରଫାବୃତ ଗ୍ରୀନ୍‌ଲାଣ୍ଡରେ ପ୍ରଥମ ଥର ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବିଶେଷ କରି ପରିବେଶବିତ୍‌ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ସେମାନଙ୍କ ମତରେ ଗ୍ରୀନ୍‌ଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ। 

ପାକିସ୍ଥାନ ଉପରେ ବର୍ଷିଲେ ଆଫଗାନ ପପ୍ ଷ୍ଟାର

ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍ । ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି । ଆଫଗାନିସ୍ତାନକୁ ନିଜ ଅକ୍ତିଆରରେ ରଖିବାକୁ ପାକିସ୍ତାନ ତାଲିବାନକୁ ଢାଲ କରୁଛି । ତାଲିବାନ ପାକିସ୍ତାନ ବଳରେ ବଳିୟାନ ବୋଲି ଆର୍ଯ୍ୟାନା ଗଣମାଧ୍ୟମରେ

କରୋନା କଟକଣା ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଦୀର୍ଘ ଚାରି ମାସ ପରେ ଗତକାଲି ଠାରୁ ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ବ୍ୟାରିକେଡ୍

ସେପ୍ଟେମ୍ବର-ଅକ୍ଟୋବରରେ ତୃତୀୟ ଲହର

ଓଡ଼ିଶାରେ କରୋନାର ଥିକ୍ ଟେଲ୍ ପରିସ୍ଥିତି । ଭୁବନେଶ୍ବରରେ ବି ଆଗ ଅପେକ୍ଷା କିମିଛି ସଂକ୍ରମଣ । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ

ଏହିସବୁ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁ ବର୍ଷାର ପରିମାଣ କମିଯାଇଛି । ଏହାରି ମଧ୍ୟରେ ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୫ରୁ ୨୬ ତାରିଖ ମଧ୍ୟରେ

ଜାଣନ୍ତୁ ଜେସିବିର ରଙ୍ଗ କାହିଁକି ହଳଦିଆ, ଏହା କେବେ ଆସିଥିଲା ଏବଂ ଏଭଳି ନାମ କାହିଁକି ରଖାଗଲା

ଭୁବନେଶ୍ୱର: ଜେସିବିର ମୁଖ୍ୟ କାମ ହେଉଛି ଖୋଳିବା । ବିଭିନ୍ନ ପୋଖରୀ, ରାସ୍ତା ମରାମତି କାମରେ ଜେସିବି ବ୍ୟବହାର ହୋଇଥାଏ । ତେବେ ସମସ୍ତ ଜେସିବିର ରଙ୍ଗ ହେଉଛି ହଳଦିଆ । ତେବେ ଅନ୍ୟ ରଙ୍ଗ ନହୋଇ କାହିଁକି ହଳଦିଆ ରହିଛି । ତେବେ ଏହାର କାରଣ ହେଉଛି ହଳଦିଆ ରଙ୍ଗ କମ ଆଲୋକରେ ମଧ୍ୟ ସ୍ପଷ୍ଠ

ତୃତୀୟ ଲହର ପୂର୍ବରୁ କୋଭିଡ ସମୀକ୍ଷା କଲେ ଢ଼େଙ୍କାନାଳ ଜିଲ୍ଲାପାଳ

ଢ଼େଙ୍କାନାଳ: ଜିଲ୍ଲା କାର୍ୟ୍ୟାଳୟର ଓସୱାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କୋଭିଡ଼ ପରିଚାଳନାର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ଶିଶୁମାନେ କୋଭିଡରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ନିଜର ପିଲାମାନଙ୍କ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ

ଜିଲ୍ଲାପାଳଙ୍କୁ ଭେଟିଲେ ଢ଼େଙ୍କାନାଳ ଏନଏସି ୩ ନମ୍ବର ୱାର୍ଡର ଲୋକେ

ଢେଙ୍କାନାଳ :ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ । ଢ଼େଙ୍କନାଳ ୱାର୍ଡ ନମ୍ବର ୩ର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପ୍ରାଇମେରୀ ହେଲଥ ସେଣ୍ଟର ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ୯୦ଦଶକରେ ଏଠାରେ ଏକ ହେଲଥ ସେଣ୍ଟର ଖୋଲିଥିଲା ଯାହାକି ସ୍ଥାନୀୟ

ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି, ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ

ବଲିଉଡର ଏହି କଳାକାରମାନଙ୍କ ଫିଲ୍ମ ଫ୍ଲପ ହେବା ପରେ ମଧ୍ୟ ବିତାଉଛନ୍ତି ବିଳାସମୟ ଜୀବନ

ମୁମ୍ବାଇ: ବଲିଉଡରେ ଅଭିନୟ କରିବା ଲାଗି ଅନେକ କଳାକାର ଆସିଥାନ୍ତି । କିଏ କଷ୍ଟ ସହି ଲାଇନରେ ତିଷ୍ଟିଛି ତ ଆଉ କିଏ ଅଭିନୟକୁ ଅଲବିଦା କହିଛି । ତେବେ ଆଜି ଆମେ ଏମିତି କିଛି କଳାକାରଙ୍କ ସମ୍ପର୍କରେ କହିବାକୁ ଯାଉଛୁ କି, ଯେଉଁମାନଙ୍କ ବାପାମାନେ ବଲିଉଡର ଆଗଧାଡିର କଳାକାର, ନିର୍ଦ୍ଦେଶକ ଏବଂ