Odia News Portal
Yearly Archives

2021

ଅଲମ୍ପିକ୍ ପାଇଁ ନିର୍ବାଚିତ ହେଇଥିବା ପ୍ରଥମ ନାଗରିକ

ଭାରତରେ ଜିମ୍ନାଷ୍ଟିକ୍ ଜଜ୍ ଭାବେ କାମ କରିଥିବା ଦୀପକ କାବରା ଏବେ ଟୋକିଓ ଅଲମ୍ପିକ୍ସରେ ଆଣ୍ଟିଷ୍ଟିକ ଜିମ୍ନାଷ୍ଟିକରେ ଜଜ୍ ଭାବେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଅଲମ୍ପିକ୍ସରେ ଜଜ୍ ଭାବେ ଭାରତରୁ ଦୀପକ କାବରା ସାମିଲ ହୋଇଛନ୍ତି । ଅଲମ୍ପିକ୍ସ ଗେମର ମୁକାବିଲା ଜୁଲାଇ ୨୩ ରୁ ଅଗଷ୍ଟ ୮

ଗୁଗୁଲ ଉପରେ ଲାଗିଲା ନ୍ୟୁଜ୍ କପିରାଇଟ୍ ମାମଲା

ଫ୍ରାନ୍ସ କମ୍ପିଟେସନ ରେଗ୍ୟୁଲେଟର ମଙ୍ଗଳବାର ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲଙ୍କୁ ୫୦୦ ନିୟୁତ ୟୁରୋ (୫୯୨ ନିୟୁତ ଡଲାର) ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ପାଳନରେ ବିଫଳତା ଲାଗି ନିୟାମକ ଏହି ଜରିମନା ନିର୍ଦ୍ଦେଶ ଦେଇଥିବା ବେଳେ କୌଣସି କମ୍ପାନୀଙ୍କୁ କମ୍ପିଟେସନ

ଯୁକ୍ତ ଦୁଇରେ ବଢିବ ସିଟ୍‌

କରୋନା ମହାମାରୀ ଯୋଗୁ ପ୍ରାୟ ଦୁଇ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଳିନାହିଁ। ଅନ୍‌ଲାନ୍‌ରେ ପାଠ ପଢ଼ି ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଯୁକ୍ତ ଦୁଇରେ ସିଟ୍ ବଢ଼ାଇବାକୁ

ଟପ୍ ୫ ରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ

ଆସିଲାଣି କରୋନାର ତୃତୀୟ ଲହରୀ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ପଜିଟିଭ୍ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । କିନ୍ତୁ କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେ‍ଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ

ନେପାଳର ନୁଆ ପ୍ରଧାନମନ୍ତ୍ରୀ ଭାବରେ ଦାଇତ୍ୱ ନେବେ ଶେର୍ ବାହାଦୁର ଦେଓବା

ଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଉସ୍ ଅପ୍ ରିପ୍ରେଜେଣ୍ଟେଟିଭକୁ ଗତକାଲି ନେପାଳର ସୁପ୍ରିମକୋର୍ଟ ପୁଣି କାର୍ଯ୍ୟକ୍ଷମ କରିବା ସହିତ ୨୮ ଘଣ୍ଟା ଭିତରେ ଶେର ବାହାଦୁର ଦେଓବାଙ୍କୁ

ଗାଙ୍ଗୁଲିଙ୍କ ଜୀବନକୁ ନେଇ ତିଆରି ହେବ ଫିଲ୍ମ

କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଓ ମହମ୍ମଦ ଆଝାରୁଦ୍ଧିନଙ୍କ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ ଜୀବନ ଉପରେ ବାୟୋପିକ୍ ଫିଲ୍ମ ବନିବାକୁ ଯାଉଛି । ଏନେଇ ନିଜେ ସୌରଭ ଗାଙ୍ଗୁଲି ହିଁ ଏକ ଜାତୀୟ ଗଣମାଧ୍ୟମକୁ ଖବର ଦେଇଛନ୍ତି । ସୌରଭ ଏବେ ଭାରତୀୟ କ୍ରିକେଟ ଦଳ ଅଧିନାୟକ

ରଥ ଉପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି

ଆଜି ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବେ । ଅପରାହ୍ନରେ ଜନ୍ମବେଦୀକୁ ବିଜେ ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ ଚାଲିଛି ନୀତିକାନ୍ତି । ମଙ୍ଗଳଆଳତୀ, ମଇଲମ ନୀତି ସହ ବଢ଼ିଛି ଅନ୍ୟାନ୍ୟ ନୀତି । ମହାପ୍ରଭୁ ଗୋଟି ପହଣ୍ଡିରେ ଜନ୍ମଦେବୀକୁ ବିଜେ କରିବାକୁ ଥିବାରୁ ନିତି ସଅଳ

୧୫ ରେ ବନ୍ଦ ହେବ ଭାରତ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବନ୍ଦକୁ ସଫଳ କରିବାକୁ ଆଜି ଭୁବନେଶ୍ୱରରେ ବାମ ଦଳ ପକ୍ଷରୁ ରାଲିର ଆୟୋଜନ କରାଯାଇଥିଲା। ବାମପନ୍ଥୀ ସଂଗଠନ

କରୋନା ପାଇଁ କାଉଡିଆଙ୍କ ଯାତ୍ରାକୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଜୁଲାଇ-ଅଗଷ୍ଟରେ ହେବାକୁଥିବା କାଉଡିଆ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଦାବି ଜୋର ଧରିଛି। ଉତ୍ତରାଖଣ୍ଡର ଇଣ୍ଡିଆନ ମେଡିକାଲ ଆସୋସିଏସନ ଶାଖା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ କାଉଡିଆ ଯାତ୍ରା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ପାଖେଇ