Odia News Portal
Yearly Archives

2021

ସିଦ୍ଧୁଙ୍କୁ ନେଇ ଅଡୁଆରେ ପଞ୍ଜାବ କଂଗ୍ରେସ

ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଭିତରେ ଦ୍ୱନ୍ଦ ତେଜିବାରେ ଲାଗିଛି । ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଲାଗି ରହିଥିବା କଳହ ଥମିବାରେ ନାଁ ନେଉନି ।

ACF ସୈମ୍ୟରଞ୍ଜନଙ୍କ ସନ୍ଦେହ ଜନକ ମୃତ୍ୟୁ

କଟକ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACFO) ଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ACFOଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ। ସୌମ୍ୟଙ୍କ ବାପା ଓ ମାମୁ ଆଜି ଗଣମାଧ୍ୟମ ଆଗରେ ପତ୍ନୀଙ୍କ ଆଡକୁ

ACF ସୈମ୍ୟରଞ୍ଜନଙ୍କ ସନ୍ଦେହ ଜନକ ମୃତ୍ୟୁ

କଟକ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACFO) ଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ACFOଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ। ସୌମ୍ୟଙ୍କ ବାପା ଓ ମାମୁ ଆଜି ଗଣମାଧ୍ୟମ ଆଗରେ ପତ୍ନୀଙ୍କ ଆଡକୁ

ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ କାମ ଆରମ୍ଭ

କଟକ ଖାନନଗରରେ ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ ପାଇଁ ଚାଲିଛି କାମ । ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି

ଆକାଶରୁ ହେଲା ମାଛ ବର୍ଷା

ମାଛବର୍ଷା । ଆକାଶରୁ ଖସିଲେ ହଜାର ହଜାର ମାଛ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସବୁଠାରୁ ବଡ କଥା ହେଲା ଯେ, ମାଛ ଗୁଡିକ ମାଟିରେ ନୁହେଁ ସିଧାସଳଖ ହ୍ରଦରେ ପଡିଛନ୍ତି । ୯୫ ପ୍ରତିଶତରୁ ଅଧିକ ସଂଖ୍ୟକ ମାଛ ବଞ୍ଚିଛନ୍ତି ମଧ୍ୟ । ଏପରି ଘଟଣା ଘଟିଛି ଆମେରିକାର ଉତାହ ରାଜ୍ୟରେ ।

ଗର୍ଭଗୃହ ଯାଂଚ କରିବ ASI ଟିମ୍‌

ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଏହାପରେ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଭାରାବନ୍ଧା ଚାଲିଛି । ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ

କରୋନାର ତୃତୀୟ ଲହରକୁ ରୋକିବାକୁ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା କରିବା ସହ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କଥା ହୋଇଛନ୍ତି । ଏହି ସମୟରେ କରୋନାର ତୃତୀୟ ଲହରକୁ ରୋକିବା ଆମର ଦାୟିତ୍ୱ ବୋଲି

ରଥଯାତ୍ରାରେ ଦେଖନ୍ତୁୁ ଦିନ ତମାମର କିଛି ଗୁରୁତ୍ୱପୂର୍ଣ୍ଣ ଫଟୋ

ପୁରୀ: କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ରଥଯାତ୍ରା । ବଡ଼ଦାଣ୍ଡ ଭକ୍ତଙ୍କୁ ହୋଇଛି ମନା । ଏପିରିକି ଛାତ ଉପରେ ରହି ରଥଯାତ୍ରା ଦେଖିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଘରେ ବସି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଟିଭି ଏବଂ ସୋସିଆଲ ମିଡିଆରେ ଭକ୍ତମାନେ ରଥଯାତ୍ରା

ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାରା ଦେଶରେ କରୋନା କଟକଣାକୁ ମାନି ପରୀକ୍ଷା ପରିଚାଳନା ହେବ । ଆସନ୍ତାକାଲି ୫ଟାରୁ ଅନଲାଇନରେ ହେବ ଆବେଦନ । NTA ୱେବସାଇଟ ଜରିଆରେ ଆବେଦନ କରିପାରିବେ

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶୃଙ୍ଖଳିତ ରଥଯାତ୍ରା ଲାଗି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଟକଣାକୁ ମାନି ଥିବାରୁ ଧନ୍ୟମାଦ ଅର୍ପଣ କରିଛନ୍ତି । ପୋଲିସ ଏବଂ ସେବାୟତମାନଙ୍କ ସହଯୋଗ ଲାଗି ରଥ ଟଣା ହୋଇଛି । ସେପଟେ ଡିଜିପି ଏବଂ