Odia News Portal
Yearly Archives

2021

ବାଇକ ଦୁର୍ଘଟଣାରେ ୨ ମୃତ

ଆଠଗଡ଼: ପବିତ୍ର ରଥଯାତ୍ରାରେ ଆସିଛି ଦୁଃଖଦ ଖବର । ତେଲ ଟ୍ୟାଙ୍କରକୁ ଏକ ବାଇକ ପିଟିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏନଏଚ ୬୫ କୁଲେଇଲୋ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ବାଇକଟି ଜଳି ଯାଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ମୃତକଙ୍କ

ଶରଧାବାଲିରେ ଲାଗିଲା ତିନିି ରଥ

ପୁରୀ: ସରିଲା ରଥଟଣା । ଶରଧା ବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ କାଳିଅ ଠାକୁରଙ୍କ ନନ୍ଦିଘୋଷ ରଥ ଲାଗିଛି । ସେବାୟତମାନେ ରଥକୁ ଟାଣି ମାଉସିମା ମନ୍ଦିର ନିକଟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଚଳିତ ବର୍ଷ

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ଦର୍ପଦଳନ

ପୁରୀ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଦେବୀ ସୁଭଦ୍ରା । ଶରଧାବାଲିରେ ଲାଗିଛି ଦେବଦଳନ ରଥ । ପ୍ରଥମେ ଲାଗିଥିଲା ତାଳଧ୍ୱଜ । ଆଉ ଏବେ ଲାଗିଛି ଦର୍ପଦଳନ । ଆଉ ଅଳ୍ପ ସମୟ ମଧ୍ୟରେ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିବ ବୋଲି ସୂଚନା ମିଳିଛି । ତେବେ

ଟିକା ନେବା ପରେ ମଧ୍ୟ ୬୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି।ଟିକା ନେଲା ପରେ ବି ଶହ ଶହ ସ୍ବାସ୍ଥ୍ୟ

ବଜ୍ରାଘାତରେ ଗଲା ୭୦ ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ଗୋଟିଏ ଦିନରେ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦,ରାଜସ୍ଥାନରେ ୨୦ରୁ ଅଧିକ, ମଧ୍ୟପ୍ରଦେଶରେ ୭ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ, ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ

ଶରଧା ବାଲିରେ ତାଳଧ୍ୱଜ

ପୁରୀ: ଶରଧା ବାଲିରେ ଯାଇ ଲାଗିଛି ବଡ଼ ଭାଇ ବଳଭଦ୍ରଙ୍କ ରଥ । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତାଳଧ୍ୱଜ । ନବଦିବାତ୍କକ ଯାତାରେ ରତ୍ନବେଦୀରୁ ବାହାରିଛନ୍ତି ମହାପ୍ରଭୁ । ତେବେ ପରେ ପରେ ଦର୍ପ ଦଳନ ରଥ ମଧ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖା ପାଖା ପହଞ୍ଚିଥିବା ଦେଖିବାକୁ ମିଳିଛି ।

ବୌଦ୍ଧ କମ୍ବିଂ ଅପରେସନରେ ପୋଲିସକୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ । ନିକଟରେ ବୌଦ୍ଧ ଜିଲ୍ଲା ଗୋଛାପଡ଼ା ନିକଟରେ ହୋଇଥିଲା ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ତେବେ ଏଥିରେ ଦୁଇଜଣ ଯବାନ ଗୁରୁତର ଆତ ହୋଇଥିଲେ । ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି, ଆସିଲା ଆଉ ଏକ ବଡ଼ ତଥ୍ୟ, ସ୍ୱାମୀ ଅଫିସ ଯିବା ପରେ…

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀରେ ଘଟିଥିବା ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ତଥ୍ୟ ପୋଲିସ ହାତରେ ଲାଗୁଛି । ତେବେ ଉଭୟଙ୍କ କଲ ରେକର୍ଡ ଓ ହ୍ୱାଟ୍ସଆପ ଚାଟକୁ ନେଇ କାଲି ପୋଲିସ ହାତରେ କିଛି ତଥ୍ୟ ଲାଗିଥିଲା । ତେବେ ସେମାନେ ନିଜର ମେସେଜକୁ ଡିଲେଟ କରିଥିବା ଦେଖିବାକୁ

ଗଡ଼ିଲା କାଳିଆର ନନ୍ଦିଘୋଷ

ପୁରୀ: ବଡ଼ଦାଣ୍ଡରେ ଗଡ଼ିଛି କାଳିଆ ଠାକୁରଙ୍କ ନନ୍ଦିଘୋଷ । ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଦୀର୍ଘ ସମୟ ଧରି ଭକ୍ତଙ୍କ ଅପେକ୍ଷା ଥିଲା କେତେବେଳେ ଗଢ଼ିବା ତାଙ୍କ ପ୍ରିୟ କାଳିଆ ଠାକୁରଙ୍କ ରଥ । ଏବେ ସବୁ ପ୍ରତିକ୍ଷାର ଅନ୍ତ

ନୀତି ନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ଗଡ଼ିଲା ରଥ

ପୁରୀ: ବଡ଼ଦାଣ୍ଡରେ ଗଡ଼ୁଛି ରଥ । ତେବେ ଚଳିତବର୍ଷର ନୀତି ନିର୍ଘଣ୍ଟର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ବଳବଦ୍ରଙ୍କ ରଥ ଟଣା ହୋିଥିବା ବେଳେ ପରେ ମାତା ସୁଭଦ୍ରାଙ୍କ ରଥକୁ ଟଣାଯାଇଛି । ସେପଟେ ଶେଷରେ ବଡ଼ଠାକୁରଙ୍କ ନନ୍ଦିଘୋଷ ଟଣାଯିବା ନେଇ ପ୍ରସ୍ତୁତ ହୋଇ ରହିଛି ।