Odia News Portal
Yearly Archives

2021

ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ବିଜେଡିର ରାଜ୍ୟ କାର୍ଯ୍ୟାଳୟ ତିନି ମହଲା ବିଶିଷ୍ଟ

ଗଢ଼ୁଛି ରଥ, ବଢ଼ୁଛି ଭାବାବେଗ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ବିନା ଭକ୍ତରେ ଆରମ୍ଭ ହୋଇ ଯାଇଛି ରଥଟଣା । ସେବାୟତମାନେ ରଥ ଟାଣୁଛନ୍ତି । ନାଟୁଆ ଠାକୁରଙ୍କ ନାଟ ବଡ଼ ଅଜବ । ଚମଚକ୍ଷୁ ପୁରୀ ଯାଇ ଦେଖି ପାରୁନି ମହାପ୍ରଭୁଙ୍କୁ । ରଥଟଣାକୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଦେଖି ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି ।

ଆରମ୍ଭ ହେଲା ରଥଟଣା

ପୁରୀ: ବିନା ଭକ୍ତରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ଗଢ଼ିଛି ଭାଇ ବଳଭଦ୍ରଙ୍କ ରଥ । ସେବାୟତମାନେ ରଥଟାଣୁଛନ୍ତି । ଏହାପରେ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହେବ । ଶେଷରେ ହଟିଆ ଠାକୁର ମହାପ୍ରଭୁଙ୍କ ରଥଟାଣିବେ ସେବାୟତ । କରୋନା କଟକଣା ମଧ୍ୟରେ ସମସ୍ତ ନୀତି ସମ୍ପର୍ଣ୍ଣ ହେବା ପରେ ରଥଟଣା

ନଜର ପକାନ୍ତୁ ଦେଶର କରୋନା ଅପଡେଟ ଉପରେ..

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୩୭,୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ୩୯,୬୪୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସଂପ୍ରତି ଭାରତରେ ଦୈନିକ ସଂକ୍ରମଣ ହାର ୨.୫୯%% ଏବଂ ସାପ୍ତାହିକ

ସମ୍ପନ୍ନହେଲା ଛେରା ପହଁରା ନୀତି

ପୁରୀ: ତିନିରଥକୁ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ତିନିରଥର ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଏବେ ଅନ୍ୟନୀତି ଆରମ୍ଭ ହୋଇଛି । ତେବେ କିଛି ସମୟ ମଧ୍ୟରେ ରଥଟଣା ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସମସ୍ତେ ଚାହିଁ

କମୁନି କରୋନାର ମୃତ୍ୟୁ ତାଣ୍ଡବ, ଆଜି ୬୩ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଦିନକ ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲା ଓ ବଲାଙ୍ଗୀର ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବରଗଡ ଜିଲାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଆଜି ୨ ହଜାର ତଳେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୫୪ ଏବଂ ସ୍ଥାନୀୟ ସଂକ୍ରମିତ ୮୩୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୫୮, ବାଲେଶ୍ୱର ଜିଲାରୁ ୧୮୧, ବରଗଡ ୧୯,

ଗଜପତି ମହାରାଜାଙ୍କ ଦ୍ୱାରା ଚାଲିଛି ଛେରା ପହଁରା

ପୁରୀ: କରୋନା କଟକଣା ମଧ୍ୟରେ ସକାଳୁ ରୀତିନୀତିରେ ଚାଲିଛି ରଥଯାତ୍ରା ନୀତି । ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା , ଘୋଷଯାତ୍ରା। ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜଗତଗୁରୁ ଶଙ୍କରାଗଜପତି ମହାରାଜାଙ୍କ ଦ୍ୱାରା ଚାଲିଛି ଛେରା ପହଁରା ଓ ଗଜପତି ମହାରାଜା

ଆଜି ମୁନାଫ ପଟେଲଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପରେ ଭାରତ ବିଜୟୀ ହୋଇଥିଲା । ଏହି ବିଜୟୀ ଦଳର ସଦସ୍ୟଥିଲେ ମୁନାଫା ପଟେଲ । ଡାହାଣ ହାତୀ ପେସ ବୋଲର ମୁନାଫା ପଟେଲ ବିଶ୍ୱକପରେ ଭଲ ପ୍ରଦାନ କରିଥିଲେ । ତେବେ ଆଜି ହେଉଛି ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଜନ୍ମଦିନ । ୩୮ ବର୍ଷରେ ପାଦ ଥାପିଛନ୍ତି ମୁନାଫ୍ । ତେବେ

ରଥଯାତ୍ରା ଅବସରରେ ଓଡ଼ିଶାବାସୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ରଥଯାତ୍ରା ଜାରି ରହିଛି । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ କରି ନବୀନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି