ଆହତ ଯବାନଙ୍କୁ ଭେଟିଲେ ପୋଲିସ ଡିଜି
ଭୁବନେଶ୍ୱର: ଗତକାଲି ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଦୁଇ ଯବାନଙ୍କୁ ଭେଟିଛନ୍ତି ପୋଲିସ ଡିଜି ଅଭୟ । ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଡିଜି । ସେପଟେ ଆଜି ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ମଧ୍ୟ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା!-->…
