Odia News Portal
Yearly Archives

2021

ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର

ଭୁବନେଶ୍ୱର: କୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଯବାନ ଗୁରୁତର ହୋଇଥିବା ସୂଚନା । ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ଦୀର୍ଘ ୮

ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେଓଙ୍କୁ କରୋନା

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨/୩ ଦିନ ହେଲା ସେ ଥଣ୍ଡାଜ୍ବରରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ହଠାତ୍ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ

ଦିଲ୍ଲୀପ କୁମାରଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଧମେନ୍ଦ୍ର

ମୁମ୍ବାଇ: ନିକଟରେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ତାଙ୍କ ପ୍ରଂଶସକ ଏବଂ ବଲିଉଡର ବହୁ କଳାକାରମାନେ ତାଙ୍କୁ ମନେ ପକାଇ ଶୋକ ବ୍ୟକ୍ତ କରିଛନ୍ତି । ସେପଟେ ଏଭଳି ସ୍ଥଳେ ଦିଲ୍ଲୀପଙ୍କ ସ୍ମୃତିକୁ ମନେ ପକାଇ ଭାବ ବିହ୍ୱଳ ହୋଇଛନ୍ତି ଧମେନ୍ଦ୍ର । ସେ ନିଜର ସୋସିଆଲ

ଆଇପିଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ପୁଣିଥରେ ଅଦଳ ବଦଳ ହୋଇଛି । ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ. ଦେବଦତ ସିଂ । ପୋଲିସ ମୁଖ୍ୟାଳୟ ଆଇଜି ହେଲେ ଦେବୋତ୍ତର ସିଂହ । ଅଖିଳେଶ୍ୱର ସିଂହ ହୋଇଛନ୍ତି ଜଗତସିଂହପୁର ଏସପି । ପିଏସ

ଗୋଟିଏ ପରିବାରର ୧୨ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଲେ

ଅଯୋଦ୍ଧା: ଉତ୍ତରପ୍ରଦେଶର ଅଯୋଦ୍ଧାରେ ସରୟୁ ନଦୀରେ ୧୨ ଜଣ ବୁଡି ଯାଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୧୨ ଜଣ ଗୁପ୍ତାର ଘାଟରେ ସ୍ନାନ କରୁଥିଲେ । ତା ମଧ୍ୟରେ ଏହି ଅଘଟଣ ଘଟିଛି । ସିଏମ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପିଏସି

ଠକେଇ ଅଭିଯୋଗରେ ସଲମାନ ଖାନ ଏବଂ ତାଙ୍କ ଭଉଣୀଙ୍କୁ ସମନ

ମୁମ୍ବାଇ: ଠକେଇ ଅଭିଯୋଗରେ ବଲିଉଡ଼ ଅଭିନେତା ସଲମାନ ଖାନ ଓ ତାଙ୍କ ଭଉଣୀ ଅଲଭୀରା ଖାନଙ୍କୁ ସମନ ପଠାଇଛି ଚଣ୍ଡିଗଡ଼ ପୁଲିସ। ଜଣେ ଗହଣା ବ୍ୟବସାୟୀ ସଲମାନ ଓ ତାଙ୍କ ଭଉଣୀଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପୁଲିସ ସଲମାନ ଓ ଅଲଭୀରାଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ପଚରାଉଚରା ପାଇଁ

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ଲଘୁଚାପ । ୧୧ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ୧୮ ତାରିଖରେ ଆଉ ଏକ ଲଘୁଚାପ ମଧ୍ୟ ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଦୁଇ

ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ନୂଆ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ନିର୍ଦେଶକଙ୍କ ସହ ନୂତନ ଜାତୀୟ

ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦୁଷ୍କର୍ମ କଲା ଦୁର୍ବୁତ୍ତ

ବରଗଡ଼: ଅଭଦ୍ରାମୀର ସବୁସୀମା ପାର । ବିବାହିତା ମହିଳାଙ୍କ ଘରେ ପସି ଦୁଷ୍କର୍ମ । ମହିଳାଙ୍କ ସ୍ୱାମୀ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଭେଡେନ ଥାନା ଗୁରୁପାଲି ଗାଁରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ

ସୋଆରେ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି । ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ "ଇଚ ୱାନ, ପ୍ଲାଂଟ ୱାନ' (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ