Odia News Portal
Yearly Archives

2021

ଢ଼ାକାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ମୃତ

ଢ଼ାକା: ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳରେ ଏକ କଳକାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ

ପୁତୁରାର ଠେଙ୍ଗା ମାଡ଼ରେ ଖୁଡ଼ୀ ମୃତ

କଳାହାଣ୍ଡି: ପୁତୁରାର ଠେଙ୍ଗା ମାଡ଼ରେ ଖୁଡି ମୃତ। ଜମି ବିବାଦକୁ ନେଇ ପୁତୁରା ରଚିଲା ସାଙ୍ଘାତିକ କାଣ୍ଡ । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜି ଗ୍ରାମରେ । ସୂଚନାନୁସାରେ, ଦୀର୍ଘଦିନ ହେବ ପୁତୁରା ଓ ଖୁଡିଙ୍କ ପରିବାର ମଧ୍ୟରେ ଜମି ବିବାଦ ରହିଥିଲା । ଯାହା ଗୁରୁବାର ରାତିରେ

ଠକାମୀର ଶିକାର ହେଲେ ସାହିଦ କପୁରଙ୍କ ସ୍ତ୍ରୀ ମିରା

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫୋନ କଭରର ଫଟୋ ସେୟାର କରିଛନ୍ତି। ଏହି ଫୋନ କଭର ପାଇଁ ସେ ଠକେଇର ଶିକାର ହୋଇଥିବା କହିଛନ୍ତି। କଭର ଫଟୋ ସେୟାର କରି ମୀରା ରାଜପୁତ କହିଛନ୍ତି, ସେ ଏକ ସ୍ଲିଙ୍ଗ କେସ କିଣିଥିଲେ। ଯାହାକି ୱାର୍କଆଉଟ

ନାବାଳିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ବାପା ଏବଂ ସାବତ ମା’ ଗିରଫ

ଭୁବନେଶ୍ୱର: ବାଲିପାଟଣା ଥାନା ଅଂଚଳରେ ୭ ବର୍ଷର ଝିଅକୁ ନିର୍ଯାତନା ଘଟଣାରେ ନାବାଳିକାର ବାପା ଏବଂ ସାବତ ମା କୁ ଗିରଫ କରିଛି ପୋଲିସ । ବାଲିପାଟଣା ପୋଲିସ ଗିରଫ କରିଥିବା ନେଇ ଡିସିପି ସୂଚନା ପ୍ରଦାନ କରିଛନ୍ତି । ଉଭୟଙ୍କ ନାଁ ରେ ୩୦୭ ବଳି ସଂଗୀନ ଦଫା ମଧ୍ୟ ପୋଲିସ ଲଗାଇଛି । ମିଳିଥିବା

ବଢ଼ିଲା ବର୍ଷା ଅନୁଭବ ବିବାଦ, ଫ୍ୟାମିଲକୋର୍ଟରେ ହାଜର ହେଲେ ଉଭୟ

କଟକ: ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଷ୍ଟାର କପୁଲ ବର୍ଷା ଏବଂ ଅନୁଭବ । ମଧ୍ୟସ୍ଥତା ଗୃହରେ ଉଭୟ ଆଜି ହାଜର ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୧୪ ତାରିଖରେ ଘଟଣାର ବିଚାର ହେବା ନେଇ ସୂଚନା ମିଳିଛି । ତେବେ ଉଭୟଙ୍କ ବିବାଦକୁ ଦୀର୍ଘଦିନ ହୋଇଥିଲେ ସୁଦ୍ଧା କୌଣସି ନିସ୍କର୍ସ

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ

ଢ଼େଙ୍କାନାଳ: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ସୁଦ୍ଧା ଚେତୁନାହାଁନ୍ତି ନରରାକ୍ଷସ । ତେବେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଢ଼େଙ୍କାନାଳ ଜିଲ୍ଲା ସଦର ଥାନା

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରୀ, ବାଉଳି ହେଉଛିି ଜଗନ୍ନାଥ

ଭୁବନେଶ୍ୱର: ନିକଟରେ ରାଜଧାନୀ ଭୁବନେଶ୍ୱର ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ତେବେ ଅଭିଯୁକ୍ତ ଜଗନ୍ନାଥ ଏବେ ଚିକିତ୍ସିତ ହେବା ଲାଗି କ୍ୟାପିଟାଲ ହସ୍ପିଟାଲରେ ରହିଛି । ତେବେ ସେ ହସ୍ପିଟାଲରେ ବାଉଳି ଚାଉଳି ହେଉଥିବା ଦେଖିବାକୁ ମିଳିଛି । ହଠାତ

ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲା କଂଗ୍ରେସ

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଦରଦୀ ପ୍ରାଣ, ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ଶ୍ରାଦ୍ଧ ଦିବସ। ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ବରିଷ୍ଠ ନେତା ତଥା ବିଧାୟକ

୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ । ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ । ୧୫ ପୂର୍ବରୁ ଏଏନଏମ, ଆଶା,

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇପାରେ +୨ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ରେଜଲ୍ଟ । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି କି ରେଜଲ୍ଟ ପ୍ରକାଶ କରିବା ଲାଗି । ଏଣୁ ଆମେ ଚେଷ୍ଟା କରୁଛୁ କି, ଏହା ପୂର୍ବରୁ ରେଜଲ୍ଟ ପ୍ରକାଶ