Odia News Portal
Yearly Archives

2021

ଆଜି ଦେଶରେ ୪୫ ହଜାର ୮୯୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀର ବିପଦ ଏବେ ବି ଜାରି ରହିଛି। ପ୍ରତିଦିନ ହାରାହାରି ୪୫ ହଜାର ନୂଆ କରୋନା ମାମଲା ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୫,୮୯୨ ଟି ନୂଆ କରୋନା ମାମଲା ଆସି ୮୧୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏକାସାଙ୍ଗରେ,

ମହାମାରୀ ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଲୋକେ ଘରେ ରହୁଛନ୍ତି । ନିଜର ଜୀବନକୁ ଆଗ ଦେଖି ଜୀବିକାକୁ ଭୁଲି ଯାଉଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଲୋକଙ୍କ ସେବା କରିବା ଲାଗି ଆଗେଇ ଆସିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଆଧାର

ହିମାଞ୍ଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପରଲୋକ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ପ୍ରତ୍ୟୁଷରେ ତାଙ୍କର ମୃତ୍ୟୁ ଘଟିଛି। ବୀରଭଦ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମେଡିକାଲ

ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଜନ୍ମଦିନ । ୪୯ ବର୍ଷରେ ପାଦ ଥାପିଛନ୍ତି ଗାଙ୍ଗୁଲି । ୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ କ୍ରିକେଟର । କୋଲକାତାର ସେଂଟ ଜାଭିୟର ସ୍କୁଲରେ

ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ଆରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ପ୍ରଥମ ସାଂସଦ ଭାବେ ସେ ରେଳ ବିଭାଗରେ ସ୍ଥାନ ପାଇଛନ୍ତି । କାର୍ଯ୍ୟ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ରେଳ ମନ୍ତ୍ରୀଳୟରେ ମୋଦିଙ୍କ ବଡ଼ ଭୀଜନ ରହିଛି ।

ପଢ଼ନ୍ତୁ କେଉଁ ମାନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହୋଇଛି । ୧୫ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଚୟନ କରାଯାଇଛି । ସେହିଭଳି ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ,

ନଜର ପକାନ୍ତୁ କେଉଁମାନଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂପ୍ରସାରଣ ହୋଇଛି ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ୨୮ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ନାମ ଚୟନ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ମନ୍ତ୍ରୀ । ତେବେ ନଜର ପକାନ୍ତୁ କେଉଁମାନେ ରହିଛନ୍ତି ଏହି ରାଷ୍ଟ୍ରମନ୍ତ୍ରୀ

ଶପଥ ନେଲେ ବିଶ୍ୱେଶର ଟୁଡୁ

ନୂଆଦିଲ୍ଲୀ: କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ବିଶ୍ୱେଶର ଟୁଡୁ । ଓଡ଼ିଶାରୁ ଦ୍ୱିତୀୟ ମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ବିଶ୍ୱେଶରଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ଆଜି ରାଷ୍ଟ୍ରପତିଙ୍କ ସମ୍ମୁଖରେ

ଶପଥନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ସେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ଆଜି ରାଷ୍ଟ୍ରପତିଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଗଠନ ହେଲା ମୋଦିଙ୍କ ନୂଆ ଟିମ୍ । ପ୍ରକାଶ ପାଇଲା ମନ୍ତ୍ରୀ ନାମ ।

ସର୍ବାନନ୍ଦ ସନୱାଲ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବାନନ୍ଦ ସନୱାଲ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବା ପରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି ।