Odia News Portal
Yearly Archives

2021

କରୋନାକୁ ହରାଇଲେ ୯୭ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ । ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ଜଣେ ବୟୋଜ୍ୟେଷ୍ଠ।। ସୁସ୍ଥ ହୋଇ ଘରକୁ

ଶସ୍ତାହେଲା ସୁନାଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ହେବା କାରଣରୁ ଅନୁରୂପ ଭାବେ ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୂପା ମୂଲ୍ୟରେ ୧୧୪୩ ଟଙ୍କା କିଲୋଗ୍ରାମ ପ୍ରତି ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ଋିପୋର୍ଟ

ରସିକିଆ ବିଲଡର, ବିବାହ କରି ଯୁବତୀଙ୍କଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରସିକିଆ ବିଲଡର । ଝିଅଙ୍କୁ ଫସାଇ ବିବାହ କରୁଥିଲେ । ଆଉ ଡିମାଣ୍ଡରେ ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲେ । ଏପରିକି ଦାମୀ କାର ମଧ୍ୟ ଯୌତକୁରେ ପାଇଛନ୍ତି । ଗୋଟିଏ ପରେ ଗୋଟିଏ ଯୁବତୀଙ୍କୁ ଫସାଇ ଏଭଳି ରାସଲୀଳା ଚଳାଉଥିବା ବିଲଡରକୁ ଧରିଛି କମିଶନରେଟ୍ ପୋଲିସ । ଆଜି ଦୁଇଜଣ

ପ୍ରକାଶ ପାଇଲା ଆଇସିସି ମାନ୍ୟତା, କୋହଲି ଏହି ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟତମ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ କେ.ଏଲ୍. ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠି ୬ରେ ପହଞ୍ଚିଛନ୍ତି। ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ଡାୱିଡ୍

କିଏ ଓଡ଼ିଶାର?

ଭୁବନେଶ୍ୱର: ଗତକାଲି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇଛି । ଓଡ଼ିଶାରୁ ମୋଦିଙ୍କ ଟିମରେ ତିନିଜଣଙ୍କୁ ସାମିଲ କରାଯାଇଛି । ଧମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶର ଟୁଡୁ ମୋଦିଙ୍କ ଟିମରେ ସାମିଲ ହୋଇଛନ୍ତି । ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗରେ ଦାୟିତ୍ୱ

ରଥଯାତ୍ରା ପାଇଁ ଆଜିଠାରୁ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ଚଳିତବର୍ଷ ବିନା ଭକ୍ତରେ ଅନୁଷ୍ଠିତ ରଥଯାତ୍ରା । କେବଳ ସେବାୟତମାନେ ରଥ ଟାଣିବେ । ଏପରିକି ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ତେବେ ରଥଯାତ୍ରାରେ ଭାଗ ନେବାକୁ ଥିବା ସେବାୟତଙ୍କ ଆଜି ହେବ କରୋନା ଟେଷ୍ଟ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ

ଆଦିମ ଜନଜାତିଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ନବୀନ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ରହିଲା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟୟରେ ପହଂଚିଛି । କୋରୋନା ମହାମାରୀ ଯୋଗୁଁ ଏଥର ମଧ୍ୟ ରଥ ଯାତ୍ରା ବିନା ଭକ୍ତରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ । ସୁରକ୍ଷା

ଆଜି ରାଜ୍ୟରେ ୫୭ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ଦୈନିକ ସଂକ୍ରମଣ ଦୋଳି ଖେଳୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନି । ଏବେ କିଛିଦିନ ହେବ ୫୦ ଉପରେ ରହୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ପ୍ରାଣ ହରାଇଛନ୍ତି ।ଏହାକୁ

ଆଜି ରାଜ୍ୟରେ ୨୫୪୨ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗୋଟିଏ ଦିନରେ ଗତକାଲି ରାଜ୍ୟରେ ୨୫୪୨ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୪୫୮ ଓ ସ୍ଥାନୀୟ ସଂକ୍ରମିତ ୧୦୮୪ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୬୦, ବାଲେଶ୍ୱର ୨୨୧, ବରଗଡ ୧୭, ଭଦ୍ରକ ୧୦୦ ଏବଂ