Odia News Portal
Yearly Archives

2021

ପ୍ରଧାନମନ୍ତ୍ରୀଙ୍କ ଘରେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ବିଜେଡ଼ି ସମର୍ଥିତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ପହଞ୍ଚଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ନେଇ ତାଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ଆଜି ସଂନ୍ଧ୍ୟା ୬ଟାରେ ପ୍ରକାଶ ପାଇବ । ଓଡ଼ିଶାରୁ ୩ଜଣ ବିଜେପି ସାଂସଦଙ୍କ ନାମ

ଓଡ଼ିଶାରୁ କାହାକୁ ମିଳିବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ?

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ହେବ ଅଦଳ ବଦଳ । ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଏବେ ଦୁଇଜଣ ଓଡ଼ିଆ ମନ୍ତ୍ରୀ ଅଛନ୍ତି । ଧମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱ ସାଂସଦ ପ୍ରତାପ ଷଢ଼ଙ୍ଗୀ ଏବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ରହିଛନ୍ତି ।

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ ସ୍ଥାନ ପାଇପାରନ୍ତି ବିଶ୍ୱେଶ୍ୱର ଟୁଡ଼ୁ

ଭୁବନେଶ୍ୱର: ଆଜି ହେବ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ । ତେବେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରି ଭିତରେ ଅପରାଜିତା ଷଢ଼ଙ୍ଗୀ ଓ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ସାମନାକୁ ଆସିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ନିଜର କାର୍ଯ୍ୟଶୈଳୀ ଲାଗି

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପୂର୍ବରୁ ଗଠନ ହେଲା ନୂଆ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆଜି ସଂନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ

ପ୍ରଧାନମନ୍ତ୍ରୀଙ୍କ ଘରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ଲାଗିଛି ନେତାଙ୍କ ଭିଡ଼ । ଆଜି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବା ନେଇ ସୂଚନା ମିଳିଛି । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସ ଭବନରେ ନେତାଙ୍କ ଭିଡ଼ ଜମିଥିବା ଦେଖିବାକୁ

ଆଜି ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ

ରାଞ୍ଚି: ଆଜି ହେଉଛି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ବିଶ୍ୱ କ୍ରିକେଟରେ ସେ ଜଣେ ପରିଚିତ ଚେହେରା । ତେବେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆଜି ହେଉଛି ୪୦ତମ ଜନ୍ମଦିନ । ୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ । ତାଙ୍କ

ରାଜ୍ୟରେ ପୂରଣ ହେବ ୧୦ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର: ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ହଜାର ଶିକ୍ଷକ ପଦ ପୂରଣ ହେବ । ୪ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରୀରିକ ଶିକ୍ଷା ଶିକ୍ଷକ ନିଯୁକ୍ତ ହେବ । ୬ହଜାର ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ଯୋଜନା । ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ମାଧ୍ୟମରେ ଚୟନ କରାଯିବ

ଆଜି ରାଜ୍ୟରେ ୨୬୦୨ ପିଜଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୯୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୧୦୭ ହେଉଛି ଲୋକାଲ କେସ୍। ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କମୁନି କରୋନା କାୟା, ଦିନକରେ ୫୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୋଟିଏ ଦିନରେ ୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ଏପର‌୍ୟ୍ୟନ୍ତ ଦିନକରେ ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ବୋଲି ଜଣାଯାଇଛି । ଅନୁଗୁଳ ଜିଲାରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବରଗଡ ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରେ

ଆଜି ଦେଶରେ ୯୩୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ ମାରାତ୍ମକ କରୋନା ଜୀବାଣୁଙ୍କର ହ୍ରାସ ଘଟିଥିବାର ରେକର୍ଡ କରାଯାଇଥିଲା। କିନ୍ତୁ ଆଜି ମାମଲା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୭୩୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ, ଶେଷ ଦିନରେ ୪୭,୨୪୦ ଜଣଙ୍କୁ ଡିସଚାର୍ଜ