Odia News Portal
Yearly Archives

2021

ଦିଲ୍ଲୀପ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବର୍ଷିୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନ୍ଖକ୍ସ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ନବୀନ । ସେପଟେ ଦିଲ୍ଲୀପ କୁମାରଙ୍କ ବିୟୋଗରେ ବହୁ ବରିଷ୍ଠ ବ୍ୟକ୍ତମାନେ ମଧ୍ୟ ଶୋକ ପ୍ରକାଶ

ପରଲୋକରେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ‘ଟ୍ରାଜେଡି କିଙ୍ଗ’ ଭାବେ ପରିଚିତ ବର୍ଷିଆନ ଅଭିନେତା ଦିଲୀପ କୁମାରଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ମୁମ୍ବଇର ହିନ୍ଦୁଜା ହାସପାତାଳରେ ଜୁନ ୩୦ରେ ଭର୍ତ୍ତି

ଜୁଲାଇ ୨୦ରୁ JEE ମେନ୍ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୨୦ରୁ ୨୫ ମଧ୍ୟରେ ଜେଇଇ ମେନ୍ ସେସନ-୩ ପରୀକ୍ଷା । ଜେଇଇ ସେସନ-୪ ପରୀକ୍ଷା ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କ ।

ଆସନ୍ତାକାଲି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ହେବ ସଂପ୍ରସାରଣ

ନୂଆଦିଲ୍ଲୀ: ଆସନ୍ତାକାଲି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ହେବ ସଂପ୍ରସାରଣ । ଆଜି ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରରାଣ କରାଯିବା ନେଇ ସୂଚନା । ତେବେ ମନ୍ତ୍ରୀ ମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନୂଆ

ସୁସ୍ଥହେଲେ ମହାପ୍ରଭୁ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ ଜଗନ୍ନାଥ। ଦ୍ୱାଦଶ ତିଥିରେ ରାଜ ପ୍ରାସାଦରେ ପହଞ୍ଚିଥିଲା ମହାପ୍ରଭୁଙ୍କ ସୁସ୍ଥତାର ଖବର। ମହା ପ୍ରଭୁଙ୍କ ସୁସ୍ଥତାର ଖବର ନେଇ ରାଜ ପ୍ରାସାଦରେ ପହଞ୍ଚିଲେ ଦଇତା ପତି ମହାପାତ୍ର ସେବାୟତ । ସାଥିରେ ମହାପ୍ରଭୁଙ୍କ କରାଳ ଚନ୍ଦନ , ପାଟବସ୍ତ୍ର ଧରି ରାଜପ୍ରାସାଦରେ

ପ୍ରେମ ପାଇଁ ମର୍ଡର, ସୁଇସାଇଡ ପୂର୍ବରୁ ଏମିତି ଚାଟିଂ କରିଥିଲେ ଜଗନ୍ନାଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା । ଯାଜପୁର ଅଞ୍ଚଳର ଯୁବକ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଘଟଣା ଧିରେ ଧିରେ ଚର୍ଚ୍ଚା ପରିସର ଭିତରକୁ ଆସିଛି । ତେବେ ହତ୍ୟା ଓ ସୁଇସାଇଡ ପୂର୍ବରୁ

କ୍ରିକେଟ ମଇଦାନକୁ ଓହ୍ଲାଇବେ ଅନୁଷ୍କା

ନୂଆଦିଲ୍ଲୀ: ସ୍ୱାମୀ ବିରାଟ କୋହଲୀଙ୍କ ଭଳି ଅନୁଷ୍କା ଶର୍ମା ମଧ୍ୟ କ୍ରିକେଟ ମଇଦାନକୁ ଓହ୍ଲାଇବେ। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିବ। ତେବେ ଏହାର କାରଣ ଜାଣି ଅନୁଷ୍କାଙ୍କ ପ୍ରଶଂସକମାନେ ନିଶ୍ଚିତ ଖୁସି ହେବେ। ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ

ଚଳିତବର୍ଷ ଛେରା ପହଁରା କରିବେ ଗଜପତି

ପୁରୀ: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜା । ଆଜି ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତବର୍ଷ ରଥଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିନଥିଲେ

ପଶ୍ଚିମବଙ୍ଗରେ ପାଳନ ହେବ ‘ଖେଲା ହୋବେ’ ଦିବସ

କୋଲକାତା: ନିକଟରେ ସରିଛି ପଶ୍ଚିମବଙ୍ଗ ନିର୍ବାଚନ । ବିଜେପି ଓ ଟିଏମସି ମଧ୍ୟରେ ଏଠାରେ କଡା ଟକ୍କର ହୋଇଥିଲା । କିଏ ଏଠାରେ ବିଜୟ ହେବ ତାକୁ ନେଇ ଲାଗି ରହିଥିଲା ସସ୍ପେନ୍ସ । ମ୍ରା ସବୁକିଛି ଭୁଲ ପ୍ରମାଣିତ କରି ଏଠାରେ ବିପୁଳ ପରିାମାଣରେ ବିଜୟ ହୋଇଥିଲେ ମମତହ ବାନାର୍ଜୀଙ୍କ ଦଳ ଟିଏମସି ।

ଇଂଲଣ୍ଡ କ୍ରିକେଟ ଦଳର ୭ଜଣ ଖେଳାଳୀ କରୋନା ପଜିଟିଭ୍‌

ସାଉଥମ୍ପଟନ୍‌: ଇଂଲଣ୍ଡ ଦିନିକିଆ ଦଳର ୭ ଜଣ ସଦସ୍ୟ କୋଭିଡ ପଜିଟିଭ ହୋଇଛନ୍ତି । ସଂକ୍ରମିତ ସଦସ୍ୟଙ୍କ ମଧ୍ୟରେ ତିନିଜଣ ଖେଳାଳି ଅଛନ୍ତି ବୋଲି ମଙ୍ଗଳବାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ପକ୍ଷରୁ କୁହାଯାଇଛି । ଆକ୍ରାନ୍ତମାନେ ଦଳର ଅନ୍ୟ ସଦସ୍ୟମାନଙ୍କ ସହ ସଂସ୍ପର୍ଶରେ ମଧ୍ୟ