ପୋଷ୍ଟର ରାଜନୀତି କେତେଦୂର ଠିକ୍?
ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟର ଲଗାଇବା କେତେଦୂର ଯୁକ୍ତିଯୁକ୍ତ? ଫଟୋ ଲାଗି ଉତ୍ତେଜନା କରିବା କଣ ଠିକ୍ ହେଲା? ଲୋକଙ୍କ ଜୀବନ ଆଗେ ନାଁ ପଲିଟିକ୍ସ ? ଟିକା ନାଁରେ ବାଃ ବାଃ ନେବା କେତେଦୂର ଯଥାର୍ଥ? ଆଜ୍ଞା ହଁ । ଆଜି ବାଲେଶ୍ୱରରେ ଟିକାକେନ୍ଦ୍ରରେ ଫଟୋକୁ ନେଇ ହୋଇଥିବା ଉତ୍ତେଜନା ପରେ!-->…
