କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ତପୁମିଶ୍ର ଗୁରୁତର
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ୨୬ଦିନ ହେବ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ତପୁମିଶ୍ର । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ସୂଚନା ମିଳିଛି । ତାଙ୍କର ଅକ୍ସିଜେନ ଲେବଲ କମିବାରେ ଲାଗିଛି । ତେବେ ଏବେ ସେ ଭୁବନେଶ୍ୱରର ଏକ!-->…
