Odia News Portal
Yearly Archives

2021

ରାଜଧାନୀରେ ଶର୍ଯ୍ୟାଶାୟୀଙ୍କୁ ଟିକାକରଣ

ଭୁବନେଶ୍ୱର: କରୋନା ସଞ୍ଜିବନୀ ନେବା ଲାଗି ମସସ୍ତେ କରୁଛନ୍ତି ପଞ୍ଜିକରଣ । ତେବେ ଶର୍ଯ୍ୟାଶାୟୀ ଓ ଶାରିରୀକ ଅକ୍ଷମ ଲୋକଙ୍କ ଟିକାକରଣ କରାଯିବା ନେଇ ବିଏମସି ପକ୍ଷରୁ ପଞ୍ଜିକରଣ କରାଯାଇଥିଲା । ଆଜି ଘରକୁ ଘର ବୁଲି ଦିଆଯାଇଛି ଟିକା । ରାଜଧାନୀରେ ଏପର୍ଯ୍ୟନ୍ତ ୫୧ ଜଣ ଶଯ୍ୟାଶାୟୀ ଟୀକା ନେବା

କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ବଡ଼ ଖବର । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ

କରୋନାରେ କାର୍ଯ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବେଗୁନିଆ: ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ପ୍ରତିଦିନ ଯାଉଛି ଅନେକଙ୍କ ଜୀବନ । ଏହାରି ଭିତରେ ଜଣେ କାର୍ଯ୍ୟରତ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଲେହଙ୍ଗ ପ୍ରାଥମିକ ବିଦ୍ୟାଳୟରେ କାର‌୍ୟ୍ୟରତ ଶିକ୍ଷକ

ଆଇପିଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ହିଂମାଶୁ ଲାଲ ହେଲେ ପୂର୍ବାଞ୍ଚଳ ଆଇଜି । ଦିପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି । ନରସିଂହ ଭେଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ଦୀପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜି । ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବରେ

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବାକାର୍ଯ୍ୟ ଜାରି

ଭୁବନେଶ୍ୱର: ସେବା ହିଁ ଧର୍ମକୁ ପାଥେୟ କରି ଆଜିକୁ ୧୬ ଦିନ ଧରି ଜୟ ଜଗନ୍ନାଥ ଚାରିଟେବୁଲଟ୍ରଷ୍ଟ ସହଯୋଗରେ ଓଡ଼ିଶା ମୋ ପରିବାର ଉତ୍ତର ସଂଯୋଜକ ଡଃ.ପ୍ରକାଶତ୍ରିପାଠୀଙ୍କ ନେତୃତ୍ୱରେ ଭିଏସସନଗର କଲ୍ୟାଣ ମଣ୍ଡପସ୍ଥ ଟୀକାକରଣ କେନ୍ଦ୍ରରେ ଟୀକାନେଉଥିବା ସମସ୍ତ ଲୋକମାନଙ୍କୁ ସାନିଟାଇଜର, ମାସ୍କ୍

ପ୍ରବଳ ବର୍ଷା ନେଇ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟା ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଜମିବା ସହ ବିଭିନ୍ନ

ବାବା ରାମଦେବଙ୍କୁ କରୋନା ସହ ତୁଳନା କଲେ ରାକ୍ଷୀ ସାୱନ୍ତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତିି । ଏଥିଲାଗି ତ ତାଙ୍କୁ ବିବାଦର ରାଣୀ ବୋଲି ମଧ୍ୟ କୁହାଯାଏ । ତେବେ ନିକଟରେ ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ରାକ୍ଷୀ ସାୱନ୍ତ । ଯେଉଁଥିରେ ବାବା ରାମଦେବଙ୍କ ନାମ ନେଇଛନ୍ତି ସେ । ଭିଡିଓରେ

ପ୍ରିୟଙ୍କାଙ୍କ ଲାଗି କଂଗ୍ରେସ ଛାଡ଼ିଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ୟୁପିରେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପଦକ୍ଷେପ ଲାଗି କଂଗ୍ରେସ ଛାଡ଼ି ବିଜେପି ଯୋଗ ଦେଇଛନ୍ତି ଜିତିନ୍ ପ୍ରସାଦ । ତେବେ ଏକଥା ଆମେ କହୁନାହୁଁ ଆଜି ବିଜେପିରେ ଯୋଗ ଦେବାପରେ ରାଜନୈତିକ ପଣ୍ଡିତମାନେ ଏଭଳି ମତ ଦେଇଛନ୍ତି । ୨୦୧୯ ନିର୍ବାଚନ ସମୟରୁ ତାଙ୍କୁ ଦଳରେ ଅଣଦେଖା

କୋଭିଡ ପରିଚାଳନା ଲାଗି ବିଏମସିକୁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଲହର । ରାଜ୍ୟବାସୀଙ୍କ ଲାଗି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ରାଜ୍ୟବାସୀଙ୍କ ଲାଗି ଘୋଷଣା କରିବାରେ ଲାଗିଛନ୍ତି । ଗତକାଲି ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର

ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଅଭିଶେକ

ଭୁବନେଶ୍ୱର: ଗ୍ରୀନକରିଡରରେ ଏୟାରପୋର୍ଟରେ ପହଞ୍ଚିବା ପରେ କୋଲକାତା ଅଭିମୁଖେ ଏୟାର ଆମ୍ବୁଲାନ୍ସ ଯ୍ଧବକ୍ତନ୍ତି ଅଭିଶେକ ମହାପାତ୍ର । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା ।