Odia News Portal
Yearly Archives

2021

ଥିଏଟର ଏବଂ ଓଟିଟିରେ ଆସିବ ଆର୍‌ଆର୍‌ଆର୍‌

ନୂଆଦିଲ୍ଲୀ: ବାହୁବଳୀ ଫେମ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ବିଗ୍‌ବଜେଟ୍ ସାଉଥ ଫିଲ୍ମ ଆର୍‌ଆର୍‌ଆର୍‌” କୁ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରି ବସିଛନ୍ତି । ଶୁଣିବାକୁ ମିଳିଛି ଯେ ଫିଲ୍ମଟି ଏବେ

ସୁଶୀଲଙ୍କ ମୋବାଇଲ ଫୋନ ସନ୍ଧାନରେ ପୋଲିସ

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସୁଶୀଲଙ୍କ ବିରୋଧରେ ୮ ସାକ୍ଷୀ ଯୋଗାଡ କରିବାରେ ସକ୍ଷମ ହୋଇଛି। ଏହି ସବୁ ବ୍ୟକ୍ତି ସୁଶୀଲଙ୍କ ବିରୋଧରେ ଗୁରୁତ୍ଵପୂର୍ଣ୍ଣ ସାକ୍ଷ୍ୟ

ପଶ୍ଚିମ ଓଡ଼ିଶାକୁ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଅ।ବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଅ।ଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ

ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହୋଇପାରିଲାନି ତେଣୁ  ଜୁଲାଇ ୩ରେ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ଚଳିତ ମାସ ୨୪ ରୁ ୨୮ ମଧ୍ୟରେ ହେବାର

ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ତାଣ୍ଡବ ଲୀଳା ରଚିଛି ବାତ୍ୟା ୟାସ୍ । ସମ୍ଭାବ୍ୟ ବାତ୍ୟା କାରଣରୁ ବିଭିନ୍ନ କ୍ଷୟକ୍ଷତି ହୋଇଥିବା ସମୟରେ ୨ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଛି ।ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ଶାସନ

ଉପକୂଳ ଓଡିଶା ଛାରଖାର କଲା ୟାସ୍

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଛି । ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି ।