Odia News Portal
Yearly Archives

2021

ବଳଦେବଜୀଉଙ୍କ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ଅଗ୍ନିକାଣ୍ଡରେ ଭୋଗ ଦୋକାନ ଭସ୍ମୀଭୂତ। କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ।  ମନ୍ଦିର ବାହାରେ ଥିବା ଆମଣିଆ ଭୋଗ ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ଦୋକାନଟି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ସକାଳୁ ଦୋକାନର ମାଲିକ ପ୍ରଦୀପ ସାହୁ

ଦିଲ୍ଲୀରେ ଦିଦି

ନୂଆଦିଲ୍ଲୀ: ଶୀତ ଅଧିବେଶନ ଆଗାମୀ ୨୯ ତାରିଖରୁ ଆରମ୍ଭ ହେବ ଯାଉଛି। ଶୀତ ଅଧିବେଶନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଆଜି | ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ସେଠାରେ ମମତା ତିନି ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ପହଞ୍ଚି

କନ୍ଧମାଳରେ ନିର୍ମାଣ ହେବ ମେଡିକାଲ କଲେଜ

କନ୍ଧମାଳ: କନ୍ଧମାଳରେ ହେବ ମେଡ଼ିକାଲ କଲେଜ । 5ଶହ ଶଯ୍ୟାବିଶିଷ୍ଟ ମେଡିକାଲ୍ କଲେଜ ଓ ହସପିଟାଲ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟେପଟେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କାର୍ଯ୍ୟକ୍ରମ ଜାରି ରହିଛି ଅନ୍ୟପଟେ ଜିଲ୍ଲାରେ

ଓଡ଼ିଶା ପ୍ରାକୃତିକ ସମ୍ପଦର ଅଡିଟ୍ କରିବ ସିଏଜି

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ ଓ ଲୋକାଲ୍ ବଡିର ଅଡିଟ୍ ହେବ । ଏନେଇ ଭୁବନେଶ୍ୱରରେ ସିଏଜି ଗିରିଶଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଖଣିଗୁଡିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ସେନେଇ ଅଡିଟ୍ ହେବ । ଏହା ସହ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ସରକାରଙ୍କୁ କେତେ ଲାଭ ଦେଉଛି ସେନେଇ

ମହିଳାଙ୍କ ଅଭିନୀତ ଟିଭି ସୋ ଓ ଚଳଚ୍ଚିତ୍ର ଉପରେ ତାଲିବାନର କଟକଣା

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ ଆଙ୍କରମାନେ ପରଦା ଉପରେ ମଧ୍ୟ ହିଜବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଧର୍ମକୁ ଅପମାନ ପ୍ରଦର୍ଶନ

କନ୍ଧମାଳରେ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ: କନ୍ଧମାଳ ଲେଖିଲା ବିକାଶ ନୂଆ କାହାଣୀ । ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୁଲବାଣୀ ଗସ୍ତ କରିବା ସହ କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୬୭ ହଜାର

କର୍ଣ୍ଣାଟକରେ ବର୍ଷା ବିତ୍ପାତ, ୨୪ ମୃତ

ବାଙ୍ଗାଲୋର: କର୍ଣ୍ଣାଟକରେ ଚଳିତ ମାସ ପ୍ରବଳ ବର୍ଷା ଯୋଗୁ ମୋଟ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ୪ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ହୋଇଥିବା ଫସଲ ବର୍ଷା ଯୋଗୃଁ କ୍ଷତି ହୋଇଛି। ଏଥିରୁ ୩ ଲକ୍ଷ ୭୯ ହଜାର ୫୦୧ ହେକ୍ଟର ହେଉଛି କୃଷି ଫସଲ ଏବଂ ବାକି ୩୦ ହଜାର ୧୧୪ ଉଦ୍ୟାନ କୃଷି ଫସଲ।

ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ପାଇଲେ ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ସୈନିକମାନଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ମାନିତ କରିଛନ୍ତି। ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ

ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଜ୍ୟ ପାଇଁ ଏକ ଖୁସି ଖବର ଆଣିଛନ୍ତି ଜଣେ ଓଡ଼ିଆ ବାୟୁସେନା ଅଧିକାରୀ । ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର ଭାଇସ୍ ମାର୍ଶାଇ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି । ଗତ ମାସରେ

ବଲାଙ୍ଗୀରରେ ଚିନ୍ତାରେ ଚାଷୀ

ବଲାଙ୍ଗୀର: ଜିଲ୍ଲାରେ ଖରିଫ ଋତୁ ଧାନ କିଣା ପୂର୍ବରୁ ଉପୁଜିଲାଣି ସମସ୍ୟା । ନିର୍ଦ୍ଧାରିତ ସମୟରେ ଧାନ କିଣାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ଜିଲ୍ଲାରେ ଏହି ସମୟରେ ଖରିଫ ଋତୁ ଧାନ ଅମଳ ହୋଇଥାଏ । ଏହାକୁ ସରକାର ପେକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ