Odia News Portal
Yearly Archives

2021

କରୋନା ଲଢ଼େଇରେ ନବୀନ ରାଷ୍ଟ୍ରନାୟକ

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶାର ମାଟି, ପାଣି, ପବନ ସହ ଜଡିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି । ଅନେକ ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ଆଗକୁ ଆସି ସାହସର ସହ ମୁକାବିଲା କରିଛନ୍ତି । କେବଳ ରାଜ୍ୟ ନୁହେଁ ଦେଶ

ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ୧୨ ବରିଷ୍ଠ ଓଏଏସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୨ ଓଏଏସଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା | ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେଥିପାଇଁ ୧୨ ଓଏଏସ୍ କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ପଠା ଯାଇଛି। ତୁରନ୍ତ ସଂପୃକ୍ତ

ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ‘ପିପିଇ କିଟ୍ ବାହାଘର’

କେରଳ: କୋଭିଡ ହସ୍ପିଟାଲରେ ପଡ଼ିଲା ହାତ ଗଣ୍ଠି । ପିପିଇ କିଟ୍ ପିନ୍ଧି ବିବାହ ବେଦୀରେ ବସିଲେ କନିଆଁ । ଆଉ ସାତ ଜନମର ସାଥି ହେଲେ କେରଳର ଏହି ନବ ଦମ୍ପତ୍ତି । କେରଳର ଏମିତି ଏକ ବାହାଘର ଏବେ ଚର୍ଚ୍ଚାରେ ରହିଛି । ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା

ଟି-୨୦ ବିଶ୍ୱକପ୍ : ୟୁଏଇ ବିକଳ୍ପ ସ୍ଥାନ

ନୂଆଦିଲ୍ଲୀ : ଆଇସିସି ଟି -20 ବିଶ୍ୱକପକୁ ହେବାକୁ ପାଞ୍ଚ ମାସ ଥିବାବେଳେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଇଭେଣ୍ଟ ପାଇଁ ବିକଳ୍ପ ସ୍ଥାନ ଭାବରେ ଷ୍ଟାଣ୍ଡବାଇରେ ରଖାଯାଇଛି। କିଛି ଦିନ ହେବ ଭାରତରେ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ବର୍ତ୍ତମାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ

ଭୁବନେଶ୍ୱର :   ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍‌.ଜି.ଏମ୍‌ ମିନେରାଲ୍‌ସ୍‌ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା

ପିପିଲି ଉପନିର୍ବାଚନକୁ ନେଇ ୩ଦଳର ରାଜନୀତି

ଭୁବନେଶ୍ୱର: ଏବେ ନହେଉ ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନକୁ ନେଇ କିଛି ଏମିତି ଦାବି ରଖିଛି କଂଗ୍ରେସ ଦଳ | ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ ଜରିଆରେ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇ ନୁହେଁ ।

ବିଜେଡ଼ିରେ ମିଶିଲେ ୪ପଞ୍ଚାୟତର କଂଗ୍ରେସ କମିଟି ସଭାପତି

ପିପିଲି: ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର