ପୁଣି ବଢ଼ିଲା ସମୀର ୱାଙ୍ଖଡେଙ୍କ ଅଡ଼ୁଆ
ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିଥିବା ଏନସିବି ଅଫିସର ସମୀର ୱାଙ୍ଖଡେଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଚାକିରିରୁ ବହିଷ୍କାର ଦାବି ନେଇ ବମ୍ବେ ହାଇକୋର୍ଟରେ ଆବେଦନ ହୋଇଛି । ଭାରତୀୟ ରାଜସ୍ୱ ସେବା IRSରେ ସାମିଲ!-->…