Odia News Portal
Yearly Archives

2021

ଏମକେସିିଜିରେ ନାହିଁ ଅକ୍ସିଜେନ ଅଭାବ: ଜିଲ୍ଲାପାଳ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଅକ୍ସିଜେନ ଅଭାବ ଖବର ମିଛ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ

କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର: କୋଭିଡ ହସ୍ପିଟାଲ ଖୋଲାଯିବା ସହ ସେଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ଅଗ୍ନିକାଣ୍ଡକୁ ରୋକିବା ପାଇଁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇଛି। ରାଜ୍ୟରେ ଥିବା

ମୋଦିଙ୍କ ଫୋକସରେ ଗ୍ରାମୀଣ ଭାରତର ବିକାଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵାମୀତ୍ୱ ଯୋଜନା ଅନ୍ତର୍ଗତ ଇ-ସମ୍ପତ୍ତି କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ଏହି ଅବସରରେ ୪.୯ ଲକ୍ଷ ସମ୍ପତ୍ତି ମାଲିକଙ୍କୁ ସେମାନଙ୍କର ଇ-ପ୍ରପର୍ଟି କାର୍ଡ ଦିଆଯାଇଥିଲା,

ଅମ୍ଲଜାନ ଯୋଗାଣ ରୋକିଲେ ଫାଶୀରେ ଝୁଲାଇଦେବୁୁୁ

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ସିଜେନ୍ ସଙ୍କଟ ନେଇ ଶୁଣାଣି ବେଳେ କଡ଼ା ଚେତାବନୀ ଶୁଣାଇଛନ୍ତି ହାଇକୋର୍ଟ । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ

ମେ’ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

*ଶ୍ରୀମନ୍ଦିର ବନ୍ଦ ନିଷ୍ପତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା | *କରୋନା ସଂକ୍ରମଣକୁ ଦେଖି ମେ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ |

ଅମ୍ଳଜାନ ସଙ୍କଟ: ଆଖି ବୁଜିଲେ ଆଉ ୨୫ ଅସୁସ୍ଥ

ନୂଆଦିଲ୍ଲୀ: ଗୁରୁତର ଅମ୍ଳଜାନ ସଙ୍କଟ ମଧ୍ୟରେ ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅତି କମରେ କୋଡିଏ ଜଣ ଗୁରୁତର ଅସୁସ୍ଥ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଜୟପୁର ଗୋଲଡେନ୍ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡ. ଡିକେ ବାଲୁଜା

ଉତ୍ତରାଖଣ୍ଡରେ ପୁଣି ବିପତ୍ତି, ଗ୍ଲେସିଅର୍‌ ଫାଟି ୮ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ଛାଡୁନି ବିପତ୍ତି । ପୁଣି ଗ୍ଲେସିଅର୍‌’ ଫାଟିଲା। ଚାମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ଶୁକ୍ରବାର ଦିନ ଏକ ତୁଷାର କ୍ଷେତ୍ର ବା ‘ଗ୍ଲେସିଅର୍‌’ ଫାଟିବା ଘଟଣାରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ

ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ ଭି ରମନା

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମନା | ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା ।ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬

୪୮ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ

ମୁମ୍ବାଇ : ୪୮ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଜନ୍ମଦିବସରେ ତାଙ୍କୁ ଶୁଭକାମନାର ସୁଅ ଛୁଟୁଛି । କେତେକ ‘ସଚିନ୍ - ଅନୁଭବ’ ଶବ୍ଦରେ ପ୍ରକାଶ କରିଥିବା ବେଳେ କେହି କେହି ତାଙ୍କୁ ‘କ୍ରିକେଟ୍ ଭଗବାନ’ ଏବଂ ସର୍ବଶ୍ରେଷ୍ଠ ବୋଲି କହିଥିଲେ।

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ